ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଷିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଷିବା   କ୍ରିୟାପଦ

ଅର୍ଥ : ଢୋଲ, ସୀତାର ଆଦିର ଡୋରି ବା ତାର କଷିବା

ଉଦାହରଣ : ବୀଣାରେ ତାର ଚଢ଼ା ଯାଇଛି

ସମକକ୍ଷ : ଚଢ଼ାଇବା

ढोल, सितार आदि की डोरी या तार कसा जाना।

वीणा का तार चढ़ गया है।
चढ़ना, तनना

Become tight or tighter.

The rope tightened.
tighten

ଅର୍ଥ : ମୋଟରେ ଋଣର ପରିମାଣ ବା କାହାକୁ ଋଣ ବା ପରିଶୋଧ ଦେବା ନିଶ୍ଚିତ କରିବା

ଉଦାହରଣ : ମହାଜନ ହଜାରେ ଟଙ୍କା ସୁଧ କଷିଲା

ସମକକ୍ଷ : ନେବା, ବାହାରକରିବା

रकम जिम्मे ठहराना या किसी पर ऋण या देना निश्चित करना।

महाजन ने हज़ार रुपए सूद निकाले।
निकालना