ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ପଣ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ପଣ କରିବା   କ୍ରିୟାପଦ

ଅର୍ଥ : ଶ୍ରଦ୍ଧାପୂର୍ବକ ଦେବତାଙ୍କ ଉପରେ ଅର୍ପଣ କରିବା

ଉଦାହରଣ : ସେ ଶିବଙ୍କ ଉପରେ ଜଳ, ଅକ୍ଷତ, ପୁଷ୍ପ, ଓ ବେଲପତ୍ର ଅର୍ପଣ କଲା

ସମକକ୍ଷ : ଚଢ଼ାଇବା

श्रद्धापूर्वक देवता, समाधि आदि पर अर्पण करना।

उसने शिव प्रतिमा पर जल, अक्षत, पुष्प और बेल पत्र चढ़ाया।
अरपना, अर्पण करना, अर्पना, चढ़ाना, भेंट चढ़ाना

Present as an act of worship.

Offer prayers to the gods.
offer, offer up

ଅର୍ଥ : ଦେବତାଆଦିଙ୍କୁ ଭେଟି ରୂପରେ ମିଳିବା

ଉଦାହରଣ : କାଳୀ ମନ୍ଦିରରେ ଅନେକ ଅର୍ପିତ ସାମଗ୍ରୀ ସମର୍ପଣ କରାଯାଏ

ସମକକ୍ଷ : ଚଢ଼ାଇବା, ଭେଟିଦେବା, ଲାଗିକରିବା, ସମର୍ପଣ କରିବା

किसी के द्वारा श्रद्धापूर्वक देवता, समाधि आदि पर कुछ रखा जाना।

काली मंदिर में बहुत चढ़ावा चढ़ता है।
अर्पित होना, चढ़ना