ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କାହାରି ଉପରେ ଜିନିଷ ରଖାଇବା ବା ଭରାଇବା
ଉଦାହରଣ : ମୋର ଜିନିଷ ଏଯାଏଁ ଲଦାହେଇନାହିଁ ଟ୍ରକରେ ଜିନିଷପତ୍ର ଲଦାହେଲା
ସମକକ୍ଷ : ଚଢ଼ାଇବା, ଥୁଆଇବା
किसी के ऊपर चीज़ रखाना या भराना।
Fill or place a load on.
ଅର୍ଥ : ଲଦିବାର କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : ଶେଠ ଶ୍ରମିକମାନଙ୍କଦ୍ୱାରା ଟ୍ରକରେ ଜିନିଷ ଲଦାଇଲେ
ସମକକ୍ଷ : ଥୁଆଇବା, ବୋଝେଇ କରାଇବା
लादने का काम दूसरे से कराना।
ସଂସ୍ଥାପନ କରନ୍ତୁ