ଅର୍ଥ : ପ୍ରଥା ଆଦିର ଅନ୍ତ କରିବା
ଉଦାହରଣ :
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
ସମକକ୍ଷ : ଉଚ୍ଛେଦକରିବା, ବନ୍ଦକରିବା, ସମାପ୍ତକରିବା, ହଟେଇବା
ଅର୍ଥ : ଶୋଇଥିବା ଲୋକକୁ ଉଠେଇବାପାଇଁ ପ୍ରବୃତ୍ତ କରାଇବା
ଉଦାହରଣ :
ମା ପ୍ରତିଦିନ ସକାଳୁ ରାହୁଳକୁ ଉଠାନ୍ତି
ସମକକ୍ଷ : ଜଗାଇବା, ଜାଗ୍ରତକରିବା
ଅର୍ଥ : କିଛି ସମୟ ଯାଏଁ ଉପରକୁ ଉଠେଇ ରହିବା
ଉଦାହରଣ :
ସେ ବୋଝ ମୁଣ୍ଡ ଉପରକୁ ଉଠେଇଲେ