ଅର୍ଥ : କୌଣସି ବସ୍ତୁକୁ ଆବଶ୍ୟକତାରୁ ଅଧିକ ଉପଯୋଗ କରିବା ବା ନଷ୍ଟ କରିବା
ଉଦାହରଣ :
ଏହି ଗାଡ଼ି ବହୁତ ପେଟ୍ରୋଲ ପିଉଛି
ସମକକ୍ଷ : ଖାଇବା
ଅର୍ଥ : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ଉଦାହରଣ :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
ସମକକ୍ଷ : ଅବଶୋଷିତ କରିବା, ଟାଣିବା, ଶୋଷଣ କରିବା