ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଢ଼େଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଢ଼େଇବା   କ୍ରିୟାପଦ

ଅର୍ଥ : (ସଙ୍ଗୀତ) ତୀବ୍ର କରିବା

ଉଦାହରଣ : ଗୁରୁମା ଭଜନ ଗାଇବା ସମୟରେ ନିଜର ସ୍ୱରକୁ ବହୁତ ଉଠାନ୍ତି

ସମକକ୍ଷ : ଉଠାଇବା, ଉଠେଇବା, ଚଢ଼ାଇବା

(संगीत) तीव्र करना।

गुरु माँ भजन गाते समय अपने स्वर को बहुत चढ़ाती हैं।
चढ़ाना

ଅର୍ଥ : କାହା ଭିତରେ କିଛି ଅଭିମାନ ଉତ୍ପନ୍ନ କରିବା

ଉଦାହରଣ : ତାକୁ ବେଶି ମୁଣ୍ଡରେ ବସାଅ ନାହିଁ ରମେଶ ଚାଟୁକାରୀ କରି ମହେଶକୁ ଚଢେଇଲା

ସମକକ୍ଷ : ଫୁଲେଇଦେବା, ମୁଣ୍ଡରେ ବସେଇବା

किसी में कुछ अभिमान उत्पन्न करना या किसी को अधिक महत्व देना।

उसको ज्यादा मत चढ़ाओ।
रमेश ने चाटुकारिता करके महेश को चढ़ा दिया।
अभिमानित करना, चढ़ाना, फुलाना, बढ़ाना

ଅର୍ଥ : ବାଜା ମୁହଁରେ ଚମଡ଼ା ଆଦି ଲଗାଇବା

ଉଦାହରଣ : ସେ ଢୋଲ ଉପରେ ନୂଆ ଚମଡ଼ା ଚଢ଼ଉଛି

ସମକକ୍ଷ : ପକେଇବା, ବସେଇବା

बाजे के मुँह पर चमड़ा आदि लगाना।

वह ढोलक पर नया चमड़ा चढ़ा रहा है।
चढ़ाना, मढ़ना