ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫାଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫାଳ   ବିଶେଷ୍ୟ

ଅର୍ଥ : ଲୁହାଆଦିରେ ତିଆରି ଯେଉଁ ଫଳକ ଲଙ୍ଗଳର ତଳ ଭାଗରେ ଲଗାଯାଇଥାଏ ଏବଂ ଯେଉଁଥିରେ ଭୂମି ଖୋଳାଯାଏ ବା ଚାଷ କରାଯାଏ

ଉଦାହରଣ : ହଳ ଯୋଚିବା ସମୟରେ ବଳଦ ଗୋଡ଼ରେ ଫାଳ ଲାଗିଗଲା

लोहे आदि का वह फल जो हल के नीचे लगा रहता है और जिससे जमीन खुदती या जुतती है।

जुताई करते समय बैल के पैर में फाल लग गया।
कुस, कुसी, पवीर, फाल, हल का फल

A sharp steel wedge that cuts loose the top layer of soil.

ploughshare, plowshare, share

ଅର୍ଥ : କୌଣସି ପୁସ୍ତକ ବା ଖାତାଆଦିରେ ଲାଗିଥିବା ଏହି କାଗଜ ଖଣ୍ଡ ଯାହାର ଦୁଇ ପାଖରେ କିଛି ଲେଖାଯାଇଥାଏ ବା ଲେଖନ୍ତି

ଉଦାହରଣ : ପିଲାଟି ଏହି ପୁସ୍ତକର ଗୋଟିଏ ପୃଷ୍ଠା ଚିରି ଦେଲା

ସମକକ୍ଷ : ପୃଷ୍ଠା, ଫର୍ଦ

किसी पुस्तक या कापी आदि में लगी हुई वह वस्तु जिसके दोनों ओर कुछ लिखा होता है या लिखते हैं।

बच्चे ने इस पुस्तक का एक पन्ना फाड़ दिया।
पन्ना

A sheet of any written or printed material (especially in a manuscript or book).

folio, leaf

ଅର୍ଥ : କୌଣସି ବସ୍ତୁର ସେହି ସମାନ ଖଣ୍ଡମଧ୍ୟରୁ ପ୍ରତ୍ୟେକ ଖଣ୍ଡ ଯାହା ପରସ୍ପର ଯୋଡ଼ି ହୋଇଥାଏ ମାତ୍ର ଆବଶ୍ୟକ ପଡ଼ିଲେ ଅଲଗା ହୋଇଯାଏ

ଉଦାହରଣ : ହରଡ, ବୁଟ ଆଦିରେ ଦୁଇ ଫାଳ ଥାଏ

ସମକକ୍ଷ : ଖଣ୍ଡ

किसी वस्तु के उन समान खंडों में से प्रत्येक जो परस्पर जुड़े हों पर दबाव पड़ने पर अलग हो जाते हों।

अरहर, चने आदि में दो दल होते हैं।
दल