ଗଛର କୌଣସି ଭାଗର ଫୁଲିଥିବା ଅଂଶ
ଏହି ଗଛରେ ବହୁତ ଗଣ୍ଠି ଅଛି
ଗଣ୍ଠି
କୌଣସି ବିଶେଷ ପ୍ରକାରର ଗଛଗୁଡ଼ିକର ଗୋଲ ଏବଂ ଟାଣ ଉପଯୋଗୀ ଅଂଶ ଯାହା ମାଟି ତଳେ ଫଳିଥାଏ
ସେ ତରକାରୀରେ ପକାଇବାପାଇଁ ହଳଦୀ ଖଣ୍ଡ ଚୂନାକଲେ
ଖଣ୍ଡ
କୌଣସି ଗଛ କାଣ୍ଡର ସେହି ଭାଗ ଯେଉଁଠାରୁ ପତ୍ର,ଶାଖା ବା ଆପେ ଆପେ ଗଛ ଜନ୍ମେ
ବାଉଁଶ, ଆଖୁଆଦିରେ କେତେକ ଗଣ୍ଠି ହୋଇଥାଏ
ଗଣ୍ଠି