ଅର୍ଥ : ନଡ଼ିଆ ଭିତର ଶସ ବାହାରକରୁଥିବା ଏକ ମୁନିଆ ଯନ୍ତ୍ର
ଉଦାହରଣ :
ନଡ଼ିଆବାଲା ନିଜ ମୁଣ୍ଡା ଖୋଜୁଛି
ଅର୍ଥ : ଗୁଡ଼ ଆଦିର ମୁଣ୍ଡା
ଉଦାହରଣ :
ବର୍ଷାଦିନେ ଗୁଡ଼ ମୁଣ୍ଡା ତରଳି ଥାଏ
ଅର୍ଥ : ଜମା ହୋଇଥିବା ଗାଢ଼ା ଜିନିଷର ମୋଟା ସ୍ତର ବା ସମୂହ
ଉଦାହରଣ :
ଦୁର୍ଘଟନା ସ୍ଥଳରେ ସ୍ଥାନେସ୍ଥାନେ ରକ୍ତମୁଣ୍ଡା ଜମି ଯାଇଥିଲା