ଅର୍ଥ : ଯେଉଁଥିରେ ସୁବିଧା ଅଛି
ଉଦାହରଣ :
ଅଧ୍ୟାପନା ସମ୍ବନ୍ଧୀୟ ଯେକୌଣସି କାମ ମୋପାଇଁ ସୁବିଧା ଜନକ
ସମକକ୍ଷ : ସୁବିଧା ଜନକ, ସୁବିଧାପୂର୍ଣ୍ଣ
ଅର୍ଥ : ଯେଉଁ ସ୍ୱର ଉଚ୍ଚ ନୁହେଁ ବା ନୀଚ ନୁହେଁ ଯାହା ବାର୍ଣ୍ଣିକ ଅର୍ଦ୍ଧସ୍ୱରଠାରୁ ଉପରେ ନୁହେଁ କି ତଳେ ନୁହେଁ
ଉଦାହରଣ :
ସଙ୍ଗୀତକାର ସ୍ୱଭାବିକ ସପ୍ତକ ବିଷୟରେ କହୁଛନ୍ତି
ସମକକ୍ଷ : ସ୍ୱଭାବିକ
ଅର୍ଥ : ଯାହା ଚିନ୍ତା, ପୀଡ଼ା, ଦୁଃଖ ଆଦିରୁ ମୁକ୍ତ
ଉଦାହରଣ :
ନିଜ ମନର କଥା କହିବା ପରେ ଏବେ ମୁଁ ହାଲୁକା ହୋଇଗଲି
ସମକକ୍ଷ : ହାଲୁକା