ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱାଭାବିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱାଭାବିକ   ବିଶେଷଣ

ଅର୍ଥ : ସ୍ୱଭାବ ସହିତ ସମ୍ବନ୍ଧ ରଖୁଥିବା ବା ହେବାବାଲା

ଉଦାହରଣ : ରାଗିବା ତାର ସ୍ୱାଭାବିକ ଗୁଣ

ସମକକ୍ଷ : ସ୍ୱଭାବଗତ, ସ୍ୱଭାବତଃ

स्वभाव या प्रकृति से संबंध रखने या होने वाला।

गुस्सा करना उसका स्वाभाविक गुण है।
नैसर्गिक, स्वभावगत, स्वाभाविक

ଅର୍ଥ : ସ୍ୱଭାବରେ ବା ଆପେ ଆପେ ହେଉଥିବା ବା ଯାହା କୃତ୍ରିମ ନୁହେଁ

ଉଦାହରଣ : ଅନ୍ୟର ଦୁଃଖ ଦେଖି ଦ୍ରବିତ ହେବା ଏକ ସ୍ୱାଭାବିକ ପ୍ରତିକ୍ରିୟା

ସମକକ୍ଷ : ଅକୃତିମ, ନୈସର୍ଗିକ, ପ୍ରାକୃତ, ପ୍ରାକୃତିକ, ସହଜ, ସାଧାରଣ

स्वभाव से या आप-से-आप होनेवाला या जो बनावटी न हो।

दूसरे का दुख देखकर द्रवित होना स्वाभाविक प्रतिक्रिया है।
अकृत्रिम, क़ुदरती, कुदरती, निसर्गेण, नैसर्गिक, पैदाइशी, प्रकृत, प्राकृत, प्राकृतिक, सहज, स्वाभाविक