ଅର୍ଥ : ବିଶେଷ ଉପଚାର ବା ଆଡ଼ମ୍ବର ବିନା
ଉଦାହରଣ :
ବାବା ଆମତେ ସରଳ ଜୀବନଯାପନ କରୁଥିଲେ
ସମକକ୍ଷ : ଅନାଡ଼ମ୍ବର, ବିଳାସବର୍ଜିତ, ସରଳ, ସାଦାସିଧା
ଅର୍ଥ : ଯାହା ଗଣନାରେ ନାହିଁ ବା ଯାହାର କୌଣସି ଗଣନା ହୁଏ ନାହିଁ ବା ବହୁତ କମ୍ ଗୁରୁତ୍ୱ ଥାଏ
ଉଦାହରଣ :
ଯେଉଁଠିକୁ ବଡ଼ବଡ଼ ବିଦ୍ୱାନ ଆସୁଛନ୍ତି ସେଠାରେ ଆମଭଳି ନଗଣ୍ୟ ବ୍ୟକ୍ତିମାନଙ୍କୁ କିଏ ପଚାରିବ ତାକୁ ଏମିତି ସେମିତି ଭାବନାହିଁ
ସମକକ୍ଷ : ଅକିଞ୍ଚନ, ଏମିତି ସେମିତି, ତୁଚ୍ଛ, ନଗଣ୍ୟ, ମାମୁଲି