ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାଲୁକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାଲୁକା   ବିଶେଷଣ

ଅର୍ଥ : ଯାହା ଚିନ୍ତା, ପୀଡ଼ା, ଦୁଃଖ ଆଦିରୁ ମୁକ୍ତ

ଉଦାହରଣ : ନିଜ ମନର କଥା କହିବା ପରେ ଏବେ ମୁଁ ହାଲୁକା ହୋଇଗଲି

ସମକକ୍ଷ : ସହଜ

जो चिन्ता, पीड़ा, दुख आदि से मुक्त हो।

अपने मन की बात कह देने के बाद अब मैं हल्का हो गया।
सहज, हलका, हल्का

ଅର୍ଥ : କମ୍‌ ବା ଅଳ୍ପ

ଉଦାହରଣ : ବସନ୍ତ ଋତୁର କଅଁଳିଆ ଶୀତ ସମସ୍ତଙ୍କୁ ଭଲ ଲାଗେ

ସମକକ୍ଷ : ଅଳ୍ପ, କଅଁଳିଆ, ଗୋଲାପି

कम या थोड़ा।

वसंत ऋतु की गुलाबी ठंड सबको अच्छी लगती है।
गुलाबी, हलका, हल्का

ଅର୍ଥ : ଯାହା କମ୍‌ ଓଜନର ବା ଭାରୀ ନୁହେଁ

ଉଦାହରଣ : ତାହାର ଡାହାଣ ହାତରେ ଗୋଟିଏ ହାଲୁକା ବ୍ୟାଗ ଝୁଲୁଥିଲା

जो कम वज़न का हो या भारी न हो।

उसके दाहिने हाथ में एक हल्का झोला लटक रहा था।
अगुरु, तुनक, हलका, हलका फुलका, हलका-फुलका, हल्का, हल्का फुल्का, हल्का-फुल्का

Of comparatively little physical weight or density.

A light load.
Magnesium is a light metal--having a specific gravity of 1.74 at 20 degrees C.
light