ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଗମତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଗମତା   ବିଶେଷ୍ୟ

ଅର୍ଥ : ସହଜ ହେବାର ଅବସ୍ଥା ବା ଭାବ

ଉଦାହରଣ : ମୋପାଇଁ ଯେଉଁ କାମ କଠିନ ଥିଲା ତାହାକୁ ଅରୁଣା ବଡ଼ ସହଜରେ କରିଦେଲା

ସମକକ୍ଷ : ସରଳ, ସରଳତା, ସହଜ, ସହଜତା

सहज होने की अवस्था या भाव।

मेरे लिए जो काम कठिन था उसे अरुणा ने बड़ी आसानी से कर दिया।
आर्जव, आसानी, ऋजुता, सरलता, सहजता, सुगमता

Freedom from difficulty or hardship or effort.

He rose through the ranks with apparent ease.
They put it into containers for ease of transportation.
The very easiness of the deed held her back.
ease, easiness, simpleness, simplicity

ଅର୍ଥ : ଯେଉଁ ସ୍ଥିତିରେ କୌଣସି କାମ କରିବାରେ କଠିନତା ବା ବାଧା ନ ଥାଏ

ଉଦାହରଣ : ଅନ୍ୟ ଅପେକ୍ଷା ଆପଣଙ୍କ ସହିତ କାମ କରିବାରେ ବହୁତ ସୁବିଧା ଅଛି

ସମକକ୍ଷ : ସୁବିଧା

वह स्थिति जिसमें कोई काम करने में कुछ कठिनता या अड़चन न हो।

दूसरों की अपेक्षा आपके साथ काम करने में ज्यादा सुविधा है।
आसानी, सहूलियत, सुगमता, सुभीता, सुविधा