ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
ଉଦାହରଣ : ତାଙ୍କର ଜୀବନ ଆନନ୍ଦରେ ବିତୁଛି
ସମକକ୍ଷ : ଆନନ୍ଦ, ଆହ୍ଲାଦ, ପ୍ରସନ୍ନତା, ମଜା, ମୋଦ, ସହଜ, ସହର୍ଷ, ହର୍ଷ
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
State of well-being characterized by emotions ranging from contentment to intense joy.
ଅର୍ଥ : ଯେ ଆନନ୍ଦ ଦିଏ ବା ଯାହାଠାରୁ ଆନନ୍ଦ ବା ପ୍ରସନ୍ନତା ମିଳେ ବା ଯେ ପ୍ରସନ୍ନତାର ସ୍ରୋତ ହୋଇଥାଏ
ଉଦାହରଣ : ଆପଣଙ୍କ ସଙ୍ଗତି ହିଁ ମୋ ପ୍ରସନ୍ନତାର କାରଣ
ସମକକ୍ଷ : ଆନନ୍ଦ, ଆନନ୍ଦଦାୟକତା, ଆହ୍ଲାଦକ, ପ୍ରସନ୍ନତା, ସୁଖପ୍ରଦତା, ହର୍ଷ
* वह जो आनन्द दे या जिससे आनन्द या प्रसन्नता मिले या जो प्रसन्नता का स्रोत हो।
ଅର୍ଥ : ପ୍ରସନ୍ନ ଅବସ୍ଥା ବା ଭାବ
ଉଦାହରଣ : ରାମର ମୁହଁରେ ପ୍ରସନ୍ନତା ଉକୁଟି ଉଠୁଥିଲା ଆପଣଙ୍କ ସହ ସାକ୍ଷାତ କରି ମୁଁ ଖୁସି ହେଲି
ସମକକ୍ଷ : ଆନନ୍ଦତା, ପ୍ରଫୁଲ୍ଲତା, ପ୍ରସନ୍ନତା
प्रसन्न होने की अवस्था या भाव।
The quality of being cheerful and dispelling gloom.
ଅର୍ଥ : ଅନୁକୁଳ ଓ ପ୍ରିୟ ଅନୁଭବ ଯାହାକୁ ସବୁବେଳେ ମଣିଷ କାମନା କରେ
ଉଦାହରଣ : ତୃଷ୍ଣାକୁ ତ୍ୟାଗ କରିଦେଲେ କେବଳ ସୁଖ ହିଁ ସୁଖ
ସମକକ୍ଷ : ଆରାମ, ସୁଖ
वह अनुकूल और प्रिय अनुभव जिसके सदा होते रहने की कामना हो।
A feeling of extreme pleasure or satisfaction.
ଅର୍ଥ : ପ୍ରସନ୍ନ ଓ ନିଶ୍ଚିନ୍ତ ରହିବାର ଅବସ୍ଥା ବା ଭାବ
ଉଦାହରଣ : ସେ ମଉଜରେ ଗାଇ ଗାଇ ଯାଉଥିଲା
ସମକକ୍ଷ : ପ୍ରଫୁଲ୍ଲ, ମଉଜ
प्रसन्न और निश्चिंत रहने की अवस्था या भाव।
Feeling jolly and jovial and full of good humor.
ଅର୍ଥ : ଯିଏ ପ୍ରସନ୍ନ ହୋଇଛି
ଉଦାହରଣ : ପଦୋନ୍ନତିର ଖବର ଶୁଣାଇବା ନିମନ୍ତେ ମନୋଜ ପ୍ରସନ୍ନ ମନରେ ଘରେ ପହଁଚିଲା ଚିଡ଼ିଆଖାନା ଭ୍ରମଣ ପରେ ପିଲାମାନେ ଖୁସି ହେଲେ
ସମକକ୍ଷ : ଆନନ୍ଦିତ, ଆମୋଦିତ, ଆହ୍ଲାଦିତ, ଉଲ୍ଲସିତ, ପୁଲକିତ, ପ୍ରଫୁଲ୍ଲ, ପ୍ରଫୁଲ୍ଲିତ, ପ୍ରମୋଦିତ, ପ୍ରସନ୍ନ, ବିନୋଦିତ, ହର୍ଷିତ
जिसे प्रसन्नता हुई हो।
Full of high-spirited delight.
ସଂସ୍ଥାପନ କରନ୍ତୁ