ଅର୍ଥ : ପ୍ରସନ୍ନ ଅବସ୍ଥା ବା ଭାବ
ଉଦାହରଣ :
ରାମର ମୁହଁରେ ପ୍ରସନ୍ନତା ଉକୁଟି ଉଠୁଥିଲା ଆପଣଙ୍କ ସହ ସାକ୍ଷାତ କରି ମୁଁ ଖୁସି ହେଲି
ସମକକ୍ଷ : ଆନନ୍ଦତା, ଖୁସି, ପ୍ରଫୁଲ୍ଲତା
ଅର୍ଥ : ପ୍ରସନ୍ନ ହେବାର ଅବସ୍ଥା ବା ଭାବ
ଉଦାହରଣ :
ତୁମ ପ୍ରସନ୍ନତାର ସମସ୍ତେ ପ୍ରଶଂସା କରନ୍ତି
ସମକକ୍ଷ : ଉତଫୁଲ୍ଲତା, ପ୍ରଫୁଲ୍ଲତା, ସହାସ୍ୟତା