ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାଜିବା କାମ
ଉଦାହରଣ : ବାସନ ମଜା ହୋଇଗଲା
माँजने की क्रिया।
The act of cleaning a surface by rubbing it with a brush and soap and water.
ଅର୍ଥ : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
ଉଦାହରଣ : ତାଙ୍କର ଜୀବନ ଆନନ୍ଦରେ ବିତୁଛି
ସମକକ୍ଷ : ଆନନ୍ଦ, ଆହ୍ଲାଦ, ଖୁସି, ପ୍ରସନ୍ନତା, ମୋଦ, ସହଜ, ସହର୍ଷ, ହର୍ଷ
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
State of well-being characterized by emotions ranging from contentment to intense joy.
ଅର୍ଥ : ମନକୁ ଆମୋଦିତ କଲାଭଳି କଥା ବା କାମ
ଉଦାହରଣ : ମୋ ସହିତ ଥଟ୍ଟା ତାମସା କରନାହିଁ
ସମକକ୍ଷ : କୌତୁକ, ଥଟ୍ଟା, ଥଟ୍ଟା ତାମସା, ପରିହାସ, ହସ ପରିହାସ, ହସ ମଜା, ହାସ୍ୟ
मन बहलाने वाली बात।
Activity characterized by good humor.
ଅର୍ଥ : କୌଣସି ବିଷୟରେ ଥିବା ରୁଚି ବା ସେଥିରୁ ମିଳୁଥିବା ସୁଖ
ଉଦାହରଣ : ଭକ୍ତ ଭଗବାନଙ୍କ କୀର୍ତ୍ତନର ଆନନ୍ଦ ନେଉଛନ୍ତି
ସମକକ୍ଷ : ଆନନ୍ଦ, ରସ, ରସାନନ୍ଦ, ରସାସ୍ୱାଦନ, ସ୍ୱାଦ
किसी बात में रुचि होने के कारण उससे मिलने वाला या लिया जाने वाला सुख।
A gay feeling.
ସଂସ୍ଥାପନ କରନ୍ତୁ