ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବୋଧଗମ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବୋଧଗମ୍ୟ   ବିଶେଷଣ

ଅର୍ଥ : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ

ଉଦାହରଣ : ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ

ସମକକ୍ଷ : ଅକ୍ଳିଷ୍ଟ, ବୋଧ୍ୟ, ସରଳ, ସହଜ, ସୁଗମ, ସୁବୋଧ୍ୟ

जो समझने योग्य हो या आसानी से समझ में आ जाए।

राम चरित मानस एक बोध्य ग्रंथ है।
अक्लिष्ट, आसान, बोद्ध्य, बोधगम्य, बोध्य, सरल, सुगम, सुबोध

Capable of being apprehended or understood.

apprehensible, graspable, intelligible, perceivable, understandable

ଅର୍ଥ : ଯାହା ଜଣାଯାଏ ବା ଜାଣିବା ଯୋଗ୍ୟ

ଉଦାହରଣ : ଈଶ୍ୱର ସହୃଦୟ ବ୍ୟକ୍ତିମାନଙ୍କର ଜ୍ଞେୟ

ସମକକ୍ଷ : ଅବଗତ, ଜ୍ଞାତ, ଜ୍ଞେୟ

जो जाना जा सके या जानने योग्य हो।

ईश्वर सहृदय व्यक्तियों के लिए ज्ञेय है।
अभिमंतव्य, अभिमन्तव्य, अवगत, अवधेय, ग्राह्य, ज्ञातव्य, ज्ञानगम्य, ज्ञेय, बोधगम्य, बोध्य, वेदितव्य

Capable of being apprehended or understood.

apprehensible, graspable, intelligible, perceivable, understandable

ଅର୍ଥ : ଯାହା ପୂରାପୂରି ବୁଝି ହୁଏ

ଉଦାହରଣ : ଏହି କବିତାର ଭାବ ସ୍ପଷ୍ଟ ନୁହେଁ

ସମକକ୍ଷ : ସଫା, ସ୍ପଷ୍ଟ

जो साफ समझ में आए।

इस कविता का भाव स्पष्ट नहीं है।
अगूढ़, अप्रच्छन्न, अवितथ, खुलासा, प्रकट, प्रगट, वाजह, वाज़ह, साफ, साफ़, स्पष्ट