ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୌତମ ବୁଦ୍ଧଙ୍କର ଜଣେ ଶିଷ୍ୟ
ଉଦାହରଣ : ଆନନ୍ଦ ଗୌତମ ବୁଦ୍ଧଙ୍କର ବହୁତ ପ୍ରିୟ ଥିଲେ
ସମକକ୍ଷ : ଆନଂଦ
गौतम बुद्ध का एक शिष्य।
ଅର୍ଥ : ଗୁଜୁରାଟର ଏକ ସହର
ଉଦାହରଣ : ଅମୂଲ ଡାଇରୀ ଆନନ୍ଦ ସହରରେ ଅବସ୍ଥିତ
ସମକକ୍ଷ : ଆନଂଦ, ଆନଂଦ ସହର, ଆନନ୍ଦ ସହର
भारत के गुजरात राज्य का एक शहर।
ଅର୍ଥ : ମନର ଏକ ଭାବ ବା ଅବସ୍ଥା ଯାହା କିଛି ପ୍ରିୟ ବା ଅଭିଷ୍ଟ ବସ୍ତୁ ପାଇଲେ ବା କୌଣସି ଭଲ ଏବଂ ଶୁଭ କାର୍ଯ୍ୟ ଅବସରରେ ପ୍ରକାଶିତ ହୁଏ
ଉଦାହରଣ : ତାଙ୍କର ଜୀବନ ଆନନ୍ଦରେ ବିତୁଛି
ସମକକ୍ଷ : ଆହ୍ଲାଦ, ଖୁସି, ପ୍ରସନ୍ନତା, ମଜା, ମୋଦ, ସହଜ, ସହର୍ଷ, ହର୍ଷ
मन का वह भाव या अवस्था जो किसी प्रिय या अभीष्ट वस्तु के प्राप्त होने या कोई अच्छा और शुभ कार्य होने पर होता है।
State of well-being characterized by emotions ranging from contentment to intense joy.
ଅର୍ଥ : ଯେ ଆନନ୍ଦ ଦିଏ ବା ଯାହାଠାରୁ ଆନନ୍ଦ ବା ପ୍ରସନ୍ନତା ମିଳେ ବା ଯେ ପ୍ରସନ୍ନତାର ସ୍ରୋତ ହୋଇଥାଏ
ଉଦାହରଣ : ଆପଣଙ୍କ ସଙ୍ଗତି ହିଁ ମୋ ପ୍ରସନ୍ନତାର କାରଣ
ସମକକ୍ଷ : ଆନନ୍ଦଦାୟକତା, ଆହ୍ଲାଦକ, ଖୁସି, ପ୍ରସନ୍ନତା, ସୁଖପ୍ରଦତା, ହର୍ଷ
* वह जो आनन्द दे या जिससे आनन्द या प्रसन्नता मिले या जो प्रसन्नता का स्रोत हो।
ଅର୍ଥ : ଗୁଜୁରାଟର ଏକ ଜିଲ୍ଲା
ଉଦାହରଣ : ଆନନ୍ଦ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଆନନ୍ଦ ସହରରେ ଅବସ୍ଥିତ
ସମକକ୍ଷ : ଆନଂଦ, ଆନଂଦ ଜିଲ୍ଲା, ଆନନ୍ଦ ଜିଲ୍ଲା
भारत के गुजरात राज्य का एक जिला।
A region marked off for administrative or other purposes.
ଅର୍ଥ : ସୁଖୀ ଓ ସୁସ୍ଥ ରହିବାର ଅବସ୍ଥା
ଉଦାହରଣ : ଘରେ ସମସ୍ତେ କୁଶଳରେ ଅଛନ୍ତି
ସମକକ୍ଷ : କୁଶଳ, ମଙ୍ଗଳ, ସୁଖ
सुखी और स्वस्थ रहने की अवस्था।
The condition of prospering. Having good fortune.
ଅର୍ଥ : କୌଣସି ବିଷୟରେ ଥିବା ରୁଚି ବା ସେଥିରୁ ମିଳୁଥିବା ସୁଖ
ଉଦାହରଣ : ଭକ୍ତ ଭଗବାନଙ୍କ କୀର୍ତ୍ତନର ଆନନ୍ଦ ନେଉଛନ୍ତି
ସମକକ୍ଷ : ମଜା, ରସ, ରସାନନ୍ଦ, ରସାସ୍ୱାଦନ, ସ୍ୱାଦ
किसी बात में रुचि होने के कारण उससे मिलने वाला या लिया जाने वाला सुख।
A gay feeling.
ଅର୍ଥ : ସଫଳତା ପାଇବା କାରଣରୁ ଯାହାଙ୍କ ମୁହଁର କାନ୍ତି ରକ୍ତାଭ ହୋଇଯାଇଥାଏ
ଉଦାହରଣ : ତାଙ୍କର ମନୋହର ଚେହେରା କେବେବି ଭୁଲି ପାରିବି ନାହିଁ
ସମକକ୍ଷ : ତୃପ୍ତ, ପ୍ରସନ୍ନ, ପ୍ରୀତିକର, ମନୋହର, ହର୍ଷ
सफलता पाने के कारण जिसकी मुँह की लाली रह गई हो।
ସଂସ୍ଥାପନ କରନ୍ତୁ