ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁବୋଧ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁବୋଧ୍ୟ   ବିଶେଷ୍ୟ

ଅର୍ଥ : ଯେଉଁ କାମକୁ ସହଜ ଭାବରେ କରାଯାଇପାରିବ

ଉଦାହରଣ : ଛୋଟଛୋଟ ଛୁଆମାନଙ୍କୁ ପଢ଼ାଇବା ସହଜ କାର୍ଯ୍ୟ ନୁହେଁ

ସମକକ୍ଷ : ସରଳ କର୍ମ, ସରଳ କାମ, ସରଳ କାର୍ଯ୍ୟ, ସହଜ କର୍ମ, ସହଜ କାମ, ସହଜ କାର୍ଯ୍ୟ, ସାଧନ କାର୍ଯ୍ୟ

वह कार्य जो आसानी से किया जा सके।

छोटे-छोटे बच्चों को पढ़ाना खेल नहीं है।
आसान काम, आसान कार्य, खेल, सहज काज, सहज काम, सहज कार्य

Any undertaking that is easy to do.

Marketing this product will be no picnic.
breeze, child's play, cinch, duck soup, picnic, piece of cake, pushover, snap, walkover

ସୁବୋଧ୍ୟ   ବିଶେଷଣ

ଅର୍ଥ : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ

ଉଦାହରଣ : ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ

ସମକକ୍ଷ : ଅକ୍ଳିଷ୍ଟ, ବୋଧଗମ୍ୟ, ବୋଧ୍ୟ, ସରଳ, ସହଜ, ସୁଗମ

जो समझने योग्य हो या आसानी से समझ में आ जाए।

राम चरित मानस एक बोध्य ग्रंथ है।
अक्लिष्ट, आसान, बोद्ध्य, बोधगम्य, बोध्य, सरल, सुगम, सुबोध

Capable of being apprehended or understood.

apprehensible, graspable, intelligible, perceivable, understandable

ଅର୍ଥ : ଗତିବିଧି, କାର୍ଯ୍ୟରେ ପରିଣତ କରିବା ଆଦିରେ ସ୍ୱଭାବିକ ସୁନ୍ଦର ବା ସରଳ ଦର୍ଶାଉଥିବା

ଉଦାହରଣ : ତାଙ୍କର ସହଜ ନୃତ୍ୟ ମନକୁ ଲୋଭିତ କରେ ଏହି ପ୍ରଶ୍ନ ସହଜ

ସମକକ୍ଷ : ସରଳ, ସହଜ, ସୁଲଭ, ସ୍ୱଭାବିକ

गतिविधि, कार्यान्वयन आदि में स्वाभाविक सुन्दरता या सरलता दर्शानेवाला।

उसका सहज नृत्य मन को लुभाता है।
यह प्रश्न सहज है।
सहज

Displaying effortless beauty and simplicity in movement or execution.

An elegant dancer.
An elegant mathematical solution -- simple and precise.
elegant