ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖରାପ ଗୁଣ
ଉଦାହରଣ : ବ୍ୟକ୍ତି ଦୁର୍ଗୁଣରୁ ମୁକ୍ତ ହେବା ଆବଶ୍ୟକ
ସମକକ୍ଷ : ଅବଗୁଣ, ଦୁର୍ଗୁଣ, ଦୋଷ
वह गुण जो बुरा हो।
The quality of being inadequate or falling short of perfection.
ଅର୍ଥ : ସାଧାରଣରୁ ନୀଚ (ସ୍ୱର)
ଉଦାହରଣ : ସୀତା ମନ୍ଦ ସ୍ୱରରେ ଗାଉଛି
ସମକକ୍ଷ : ଧୀର, ମନ୍ଥର
साधारण से नीचा (स्वर)।
(of sound) relatively low in volume.
ଅର୍ଥ : ଖରାପ ସ୍ୱଭାବ ବା ଖରାପ ଉଦ୍ଦେଶ୍ୟ ବାଲା
ଉଦାହରଣ : ଦୁରାଶୟ ବ୍ୟକ୍ତି କାହାରି ଭଲ ଦେଖିପାରନ୍ତି ନାହିଁ
ସମକକ୍ଷ : ଖରାପ, ଦୁରାଶୟ
बुरी नीयत या बुरा आशयवाला।
ଅର୍ଥ : ନର୍ଦ୍ଦମା ବା ଦୁର୍ଗନ୍ଧ ସୁଅ ଭଳି ଅସ୍ପୃଶ୍ୟ,ଗନ୍ଧିଆ ଏବଂ ତ୍ୟାଜ୍ୟ
ଉଦାହରଣ : ଆମେ ଗନ୍ଧିଆ ପତ୍ର ପତ୍ରିକା ନପଢ଼ିବା ଦରକାର
ସମକକ୍ଷ : ଅସ୍କରା, ଗନ୍ଧିଆ
नाबदान या पनाले के समान अस्पृश्य, गंदा और त्याज्य।
ଅର୍ଥ : ସବୁଠାରୁ ନିମ୍ନ ବା ନିକୃଷ୍ଟ ଧରଣର
ଉଦାହରଣ : ତୁମର ଖରାପ ବ୍ୟବହାରରେ ମୁଁ ଅସ୍ତବ୍ୟସ୍ତ ହୋଇଗଲିଣି
ସମକକ୍ଷ : ଅଭଦ୍ର, ଅଶାଳୀନ, ଖରାପ, ନିକୃଷ୍ଟ, ନୀଚ, ବଜାରୀ
जो महत्व, मान आदि की दृष्टि से निम्न कोटि का और फलतः तिरस्कृत हो।
Low or inferior in station or quality.
ଅର୍ଥ : ଯାହା ପ୍ରବଳ ନୁହେଁ
ଉଦାହରଣ : ଧୀର ବୁଦ୍ଧି ମଧ୍ୟ ପ୍ରଯତ୍ନ କଲେ ପ୍ରବଳ ହୋଇପାରେ ମୋ ବୁଦ୍ଧି ଅପ୍ରଖର
ସମକକ୍ଷ : ଅପ୍ରଖର, ଅପ୍ରବଳ, ଧୀର
जो प्रबल न हो।
Slow and apathetic.
ଅର୍ଥ : ଭଲର ଓଲଟା ବା ବିପରୀତ
ଉଦାହରଣ : ଖରାପ ଲୋକମାନଙ୍କର ସଙ୍ଗତି ଭଲ ନୁହେଁ ଆମେ ଖରାପ କାମ କରିବା ଉଚିତ ନୁହେଁ
ସମକକ୍ଷ : ଅପ୍ରିୟ, ଖରାପ, ଗର୍ହିତ, ବଦ, ହେୟ
अच्छा का उल्टा या विपरीत।
Having undesirable or negative qualities.
ଅର୍ଥ : ଯେ କୌଣସି କାରଣରୁ ପଡ଼ି ଯାଇଥିବା
ଉଦାହରଣ : ସେ ଉଦାସ ହୋଇ ଧୀର ଗତିରେ ଆଗକୁ ବଢ଼ିବାକୁ ଲାଗିଲା
ସମକକ୍ଷ : ଅତତ୍ପର, ଧୀର, ଶିଥିଳ, ସୁସ୍ଥିଆ
जो किसी कारण से धीमा हो गया हो।
ଅର୍ଥ : ଯିଏ ଦୁଷ୍ଟ ବା ଦୁଷ୍ଟପରି କାମ ବା ବ୍ୟବହାର କରେ
ଉଦାହରଣ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଅନ୍ୟର ଖରାପ ଚାହେଁ
ସମକକ୍ଷ : ଅଧମ, ଅସାଧୁ, ଖଳ, ଦୁର୍ଜନ, ଦୁଷ୍ଟ, ପାଜି, ଶଠ, ହାରାମୀ
जो दुष्टतापूर्वक काम या व्यवहार करता हो।
Morally bad in principle or practice.
ଅର୍ଥ : ଯାହାର ବଳ ବା ବେଗ କମିଯାଇଛି
ଉଦାହରଣ : ସେ ଧୀରବେଗରେ ବାହନ ଚଳାଉଛି
ସମକକ୍ଷ : ଆସ୍ତେ, ଧୀମା, ଧୀର, ମନ୍ଥର
जिसका बल या वेग कम हो।
ସଂସ୍ଥାପନ କରନ୍ତୁ