ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶଠ   ବିଶେଷ୍ୟ

ଅର୍ଥ : ଠକୁଥିବା ବ୍ୟକ୍ତି

ଉଦାହରଣ : ପୋଲିସ ଦଗାବାଜଙ୍କ ଅନ୍ୱେଷଣରେ ଅଛି

ସମକକ୍ଷ : ଠକ, ଦଗାବାଜ, ଧୂର୍ତ୍ତ

तिकड़म करने वाला व्यक्ति।

पुलिस तिकड़मबाजों की खोज में है।
तिकड़मबाज, तिकड़मबाज़

A person skilled in maneuvering.

maneuverer, manoeuvrer

ଅର୍ଥ : ଦୁଷ୍ଟ ବା ଖରାପ ବ୍ୟକ୍ତି

ଉଦାହରଣ : ଦୁର୍ଜନ ସଂଗତିରୁ ଦୂରରେ ରୁହ

ସମକକ୍ଷ : ଖଳ, ଦୁରାତ୍ମା, ଦୁର୍ଜନ, ଦୁଷ୍ଟ, ଦୁଷ୍ଟାତ୍ମା, ପାଜୀ, ହରାମି, ହାରାମଜାଦା

A wicked or evil person. Someone who does evil deliberately.

scoundrel, villain

ଶଠ   ବିଶେଷଣ

ଅର୍ଥ : ବାହାନା କରିବା ବା ବାହାନା ଦେଖେଇବା

ଉଦାହରଣ : ଶ୍ୟାମ ଏକ ଛଳନାପୂର୍ଣ୍ଣ ଲୋକ

ସମକକ୍ଷ : ଛଳନାପୂର୍ଣ୍ଣ, ପ୍ରତାରକ, ବାହାନାବାଜ

बहाना करनेवाला या बनानेवाला।

श्याम एक बहानेबाज आदमी है।
बहानेबाज, बहानेबाज़, हीलेबाज, हीलेबाज़

ଅର୍ଥ : କାହାକୁ କିଛି ଦେବାର ଆଶ୍ୱାସନା ଦେଇ ମଧ୍ୟ ନଦେବା ଲୋକ

ଉଦାହରଣ : ରମେଶ ଭଣ୍ଡ, ଆପଣ ତାଠାରୁ କିଛି ପାଇବାର ଆଶା ଛାଡ଼ି ଦିଅନ୍ତୁ

ସମକକ୍ଷ : ଠକ, ଧୂର୍ତ୍ତ, ପ୍ରତାରକ, ଭଣ୍ଡ

किसी को कुछ देने का आश्वासन देकर भी न देने वाला।

रमेश रागारु है, आप उससे कुछ पाने की आशा छोड़ दिजिए।
रागारु

ଅର୍ଥ : ଦଗାବାଜୀ କରୁଥିବା ବ୍ୟକ୍ତି

ଉଦାହରଣ : ପୋଲିସ ଦଗାବାଜ ରମେଶକୁ ଧରି ନେଇଗଲା

ସମକକ୍ଷ : ଠକ, ଦଗାବାଜ, ଧୂର୍ତ୍ତ

तिकड़म करने वाला।

पुलिस तिकड़मबाज रमेश को पकड़ कर ले गई है।
तिकड़मबाज, तिकड़मबाज़

ଅର୍ଥ : ଦେଖିବାକୁ ସାଧାସିଧା ଓ ଭୋଳା କିନ୍ତୁ ବାସ୍ତବରେ ଭାରି ଧୂର୍ତ୍ତ

ଉଦାହରଣ : ସନ୍ତୋଷ ଜଣେ ଧୂର୍ତ୍ତ ବ୍ୟକ୍ତି

ସମକକ୍ଷ : ଦଗାବାଜ, ଧୂର୍ତ୍ତ

देखने में सीधा-साधा और भोला पर वास्तव में बड़ा धूर्त।

संतोष एक जूँमुहाँ व्यक्ति है।
जूँमुहाँ

ଅର୍ଥ : ଯିଏ ଦୁଷ୍ଟ ବା ଦୁଷ୍ଟପରି କାମ ବା ବ୍ୟବହାର କରେ

ଉଦାହରଣ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଅନ୍ୟର ଖରାପ ଚାହେଁ

ସମକକ୍ଷ : ଅଧମ, ଅସାଧୁ, ଖଳ, ଦୁର୍ଜନ, ଦୁଷ୍ଟ, ପାଜି, ମନ୍ଦ, ହାରାମୀ

जो दुष्टतापूर्वक काम या व्यवहार करता हो।

दुष्ट व्यक्ति सदा दूसरों का अहित ही चाहते हैं।
अधम, अमति, अशील, असंत, असज्जन, असाधु, असित, आणक, कितव, खल, दुर्जन, दुष्ट, पाजी, पामर, लंगर, विटपक, विश्वकद्रु, शठ, शाबर, सठ, हरामी

Morally bad in principle or practice.

wicked

ଅର୍ଥ : ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା

ଉଦାହରଣ : ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍‌

ସମକକ୍ଷ : କପଟିଆ, ଚାଲବାଜିଆ, ଦଗାବାଜ, ଧୂର୍ତ୍ତ, ଧୋକାବାଜ

Intended to deceive.

Deceitful advertising.
Fallacious testimony.
Smooth, shining, and deceitful as thin ice.
A fraudulent scheme to escape paying taxes.
deceitful, fallacious, fraudulent