ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଳ   ବିଶେଷ୍ୟ

ଅର୍ଥ : ଯାହାର ମନ୍ଦ ଚିନ୍ତାଧାରା ବା କୁବିଚାର ବ୍ୟକ୍ତି

ଉଦାହରଣ : ଖଳ ଲୋକଙ୍କଠାରୁ ଦୂରରେ ରହିବା ଉଚିତ

ସମକକ୍ଷ : କପଟୀ, ଦୁର୍ଜନକୁବିଚାର, ମନ୍ଦ ଚିନ୍ତାଧାରା

वह जिसकी नीयत बुरी हो या बुरे आशयवाला व्यक्ति।

दुराशयों की संगति से बचना चाहिए।
दुराशय

ଅର୍ଥ : ଦୁଷ୍ଟ ବା ଖରାପ ବ୍ୟକ୍ତି

ଉଦାହରଣ : ଦୁର୍ଜନ ସଂଗତିରୁ ଦୂରରେ ରୁହ

ସମକକ୍ଷ : ଦୁରାତ୍ମା, ଦୁର୍ଜନ, ଦୁଷ୍ଟ, ଦୁଷ୍ଟାତ୍ମା, ପାଜୀ, ଶଠ, ହରାମି, ହାରାମଜାଦା

A wicked or evil person. Someone who does evil deliberately.

scoundrel, villain

ଖଳ   ବିଶେଷଣ

ଅର୍ଥ : ଦୁଷ୍କର୍ମ କରିବା ଲୋକ ବା ଯିଏ ଭଲ କାମ କରେ ନାହିଁ

ଉଦାହରଣ : ଦୁଷ୍କର୍ମକୁ ଡର ଦୁଷ୍କର୍ମା ବ୍ୟକ୍ତିକୁ ନୁହେଁ

ସମକକ୍ଷ : ଅପକର୍ମା, କୁକର୍ମା, ଦୁଷ୍କର୍ମା

दुष्कर्म करनेवाला या जो अच्छा कर्म न करता हो।

दुष्कर्म से डरो,दुष्कर्मी व्यक्ति से नहीं।
अकर्मी, अकृत्यकारी, अपकर्मी, कुकर्मी, खल, दुष्कर्मी, बदकार

Morally bad in principle or practice.

wicked

ଅର୍ଥ : ଯିଏ ଦୁଷ୍ଟ ବା ଦୁଷ୍ଟପରି କାମ ବା ବ୍ୟବହାର କରେ

ଉଦାହରଣ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଅନ୍ୟର ଖରାପ ଚାହେଁ

ସମକକ୍ଷ : ଅଧମ, ଅସାଧୁ, ଦୁର୍ଜନ, ଦୁଷ୍ଟ, ପାଜି, ମନ୍ଦ, ଶଠ, ହାରାମୀ

जो दुष्टतापूर्वक काम या व्यवहार करता हो।

दुष्ट व्यक्ति सदा दूसरों का अहित ही चाहते हैं।
अधम, अमति, अशील, असंत, असज्जन, असाधु, असित, आणक, कितव, खल, दुर्जन, दुष्ट, पाजी, पामर, लंगर, विटपक, विश्वकद्रु, शठ, शाबर, सठ, हरामी

Morally bad in principle or practice.

wicked