ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆସ୍ତେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆସ୍ତେ   କ୍ରିୟା ବିଶେଷଣ

ଅର୍ଥ : ଆସ୍ତେ ଆସ୍ତେ

ଉଦାହରଣ : ଟିକିଏ ଧୀରେ ଚାଲ

ସମକକ୍ଷ : ଆସ୍ତେକରି, ଥିରିଥିରି, ଧୀରେ, ଧୀରେକରି

नीची या हल्की आवाज़ या स्वर में।

थोड़ा धीरे बोलो।
आसते, आस्ते, आहिस्ता, आहिस्ता से, आहिस्ते, आहिस्ते से, धीमे, धीरे, हौले

Without speed (`slow' is sometimes used informally for `slowly').

He spoke slowly.
Go easy here--the road is slippery.
Glaciers move tardily.
Please go slow so I can see the sights.
easy, slow, slowly, tardily

ଆସ୍ତେ   ବିଶେଷଣ

ଅର୍ଥ : ଯାହାର ବଳ ବା ବେଗ କମିଯାଇଛି

ଉଦାହରଣ : ସେ ଧୀରବେଗରେ ବାହନ ଚଳାଉଛି

ସମକକ୍ଷ : ଧୀମା, ଧୀର, ମନ୍ଥର, ମନ୍ଦ

जिसका बल या वेग कम हो।

वह मंद गति से वाहन चला रहा है।
अरत, धीमा, मंथर, मंद, मद्धिम, मन्थर, मन्द