ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ପ୍ରିୟ ନୁହେଁ
ଉଦାହରଣ : ଅପ୍ରିୟ କଥା କହ ନାହିଁ
ସମକକ୍ଷ : ଅପ୍ରୀତିକର, କଟୂକ
जो प्रिय न हो।
ଅର୍ଥ : ଭଲର ଓଲଟା ବା ବିପରୀତ
ଉଦାହରଣ : ଖରାପ ଲୋକମାନଙ୍କର ସଙ୍ଗତି ଭଲ ନୁହେଁ ଆମେ ଖରାପ କାମ କରିବା ଉଚିତ ନୁହେଁ
ସମକକ୍ଷ : ଖରାପ, ଗର୍ହିତ, ବଦ, ମନ୍ଦ, ହେୟ
अच्छा का उल्टा या विपरीत।
Having undesirable or negative qualities.
ଅର୍ଥ : ଯାହା ରୁଚିକର ନୁହେଁ
ଉଦାହରଣ : ସେ କେବେ ଅରୁଚିକର କାର୍ଯ୍ୟ କରେ ନାହିଁ
ସମକକ୍ଷ : ଅପ୍ରୀତିକର, ଅରୁଚିକର, ନାପସନ୍ଦ
जो रुचिकर न हो।
Not pleasing in odor or taste.
ସଂସ୍ଥାପନ କରନ୍ତୁ