ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁଷ୍ଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁଷ୍ଟ   ବିଶେଷ୍ୟ

ଅର୍ଥ : ଦୁର୍ଜନ ହେବାର ଅବସ୍ଥା ବା ଭାବ

ଉଦାହରଣ : ଶଠତାଠାରୁ ଦୂରରେ ରୁହ

ସମକକ୍ଷ : ଅଧମତା, ଅସାଧୁ, ଅସାଧୁତା, ଦୁର୍ଜ୍ଜନତା, ନୀଚତା, ଶଠତା

The quality of being morally wrong in principle or practice.

Attempts to explain the origin of evil in the world.
evil, evilness

ଅର୍ଥ : ଦୁଷ୍ଟ ବା ଖରାପ ବ୍ୟକ୍ତି

ଉଦାହରଣ : ଦୁର୍ଜନ ସଂଗତିରୁ ଦୂରରେ ରୁହ

ସମକକ୍ଷ : ଖଳ, ଦୁରାତ୍ମା, ଦୁର୍ଜନ, ଦୁଷ୍ଟାତ୍ମା, ପାଜୀ, ଶଠ, ହରାମି, ହାରାମଜାଦା

A wicked or evil person. Someone who does evil deliberately.

scoundrel, villain

ଦୁଷ୍ଟ   ବିଶେଷଣ

ଅର୍ଥ : ଯାହାର ଚାଲିଚଳନ ବା ଅଭ୍ୟାସ,ସ୍ୱଭାବ ଆଦି ଭଲ ନୁହେଁ

ଉଦାହରଣ : ଖରାପ ପିଲାଙ୍କ ସହିତ ଖେଳନାହିଁ

ସମକକ୍ଷ : ଖରାପ

जिसका चाल-चलन या आदत, स्वभाव आदि अच्छा न हो।

गंदे बच्चों के साथ मत खेलो।
गंदा

Unethical or dishonest.

Dirty police officers.
A sordid political campaign.
Shoddy business practices.
dirty, shoddy, sordid

ଅର୍ଥ : ଯେ ବହୁତ ଦୁଷ୍ଟାମି କରେ

ଉଦାହରଣ : ଦୁଷ୍ଟ ପିଲାମାନେ ଲୋକମାନଙ୍କୁ ବହୁତ ହଇରାଣ କରନ୍ତି

ସମକକ୍ଷ : ବଦମାସ

जो बहुत शरारत करता हो।

नटखट बच्चे लोगों को बहुत परेशान करते हैं।
उत्पाती, खुराफ़ाती, नटखट, बदमाश, मस्तीख़ोर, मस्तीखोर, शरारती, शैतान

ଅର୍ଥ : ଧର୍ମର ଆଡମ୍ବର କରି ସ୍ୱାର୍ଥ ସାଧନ କରିବାବାଲା

ଉଦାହରଣ : ଆଜିକାଲି ସମାଜ କପଟୀ ବ୍ୟକ୍ତିମାନଙ୍କରେ ପୂରିଛି

ସମକକ୍ଷ : କପଟିଆ, କପଟୀ, ଛଳ କପଟୀ, ପାଷାଣ୍ଡ

धर्म का आडम्बर रचकर स्वार्थ साधनेवाला।

आज का समाज पाखंडी व्यक्तियों से भरा पड़ा है।
आडंबरी, आडम्बरी, ढकोसलेबाज़, ढोंगी, धर्मध्वजी, ध्वजिक, पाखंडी, पाखण्डी, पाषंड, पाषंडी, पाषण्ड, पाषण्डी, वामल

Excessively or hypocritically pious.

A sickening sanctimonious smile.
holier-than-thou, pharisaic, pharisaical, pietistic, pietistical, sanctimonious, self-righteous

ଅର୍ଥ : ଯାହାର ଦଣ୍ଡର ଭୟ ନାହିଁ

ଉଦାହରଣ : ସେ ବହୁତ ଉଦ୍ଦଣ୍ଡ ପିଲା

ସମକକ୍ଷ : ଉଛୃଙ୍ଖଳ, ଉଦ୍ଦଣ୍ଡ, ଉଦ୍ଧତ

Stubbornly resistant to authority or control.

A fractious animal that would not submit to the harness.
A refractory child.
fractious, recalcitrant, refractory

ଅର୍ଥ : ଯିଏ ଦୁଷ୍ଟ ବା ଦୁଷ୍ଟପରି କାମ ବା ବ୍ୟବହାର କରେ

ଉଦାହରଣ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଅନ୍ୟର ଖରାପ ଚାହେଁ

ସମକକ୍ଷ : ଅଧମ, ଅସାଧୁ, ଖଳ, ଦୁର୍ଜନ, ପାଜି, ମନ୍ଦ, ଶଠ, ହାରାମୀ

जो दुष्टतापूर्वक काम या व्यवहार करता हो।

दुष्ट व्यक्ति सदा दूसरों का अहित ही चाहते हैं।
अधम, अमति, अशील, असंत, असज्जन, असाधु, असित, आणक, कितव, खल, दुर्जन, दुष्ट, पाजी, पामर, लंगर, विटपक, विश्वकद्रु, शठ, शाबर, सठ, हरामी

Morally bad in principle or practice.

wicked