ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ବେକାରରେ ଏଣେ ତେଣେ ବୁଲୁଥାଏ
ଉଦାହରଣ : ରମେଶ ନିଜ ବେକାର ପୁଅ ଉପରେ ଦୁଃଖ ଅନୁଭବ କରୁଛି
ସମକକ୍ଷ : ବେକାର, ଲୁଚା
जो व्यर्थ ही इधर-उधर घूमता रहता है।
ଅର୍ଥ : ସବୁଠାରୁ ନିମ୍ନ ବା ନିକୃଷ୍ଟ ଧରଣର
ଉଦାହରଣ : ତୁମର ଖରାପ ବ୍ୟବହାରରେ ମୁଁ ଅସ୍ତବ୍ୟସ୍ତ ହୋଇଗଲିଣି
ସମକକ୍ଷ : ଅଭଦ୍ର, ଅଶାଳୀନ, ଖରାପ, ନିକୃଷ୍ଟ, ନୀଚ, ମନ୍ଦ
जो महत्व, मान आदि की दृष्टि से निम्न कोटि का और फलतः तिरस्कृत हो।
Low or inferior in station or quality.
ସଂସ୍ଥାପନ କରନ୍ତୁ