ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସାଧାରଣରୁ ନୀଚ (ସ୍ୱର)
ଉଦାହରଣ : ସୀତା ମନ୍ଦ ସ୍ୱରରେ ଗାଉଛି
ସମକକ୍ଷ : ମନ୍ଥର, ମନ୍ଦ
साधारण से नीचा (स्वर)।
(of sound) relatively low in volume.
ଅର୍ଥ : ଯାହା ପ୍ରବଳ ନୁହେଁ
ଉଦାହରଣ : ଧୀର ବୁଦ୍ଧି ମଧ୍ୟ ପ୍ରଯତ୍ନ କଲେ ପ୍ରବଳ ହୋଇପାରେ ମୋ ବୁଦ୍ଧି ଅପ୍ରଖର
ସମକକ୍ଷ : ଅପ୍ରଖର, ଅପ୍ରବଳ, ମନ୍ଦ
जो प्रबल न हो।
Slow and apathetic.
ଅର୍ଥ : ଯେ କୌଣସି କାରଣରୁ ପଡ଼ି ଯାଇଥିବା
ଉଦାହରଣ : ସେ ଉଦାସ ହୋଇ ଧୀର ଗତିରେ ଆଗକୁ ବଢ଼ିବାକୁ ଲାଗିଲା
ସମକକ୍ଷ : ଅତତ୍ପର, ମନ୍ଦ, ଶିଥିଳ, ସୁସ୍ଥିଆ
जो किसी कारण से धीमा हो गया हो।
ଅର୍ଥ : ଯାହାର ବଳ ବା ବେଗ କମିଯାଇଛି
ଉଦାହରଣ : ସେ ଧୀରବେଗରେ ବାହନ ଚଳାଉଛି
ସମକକ୍ଷ : ଆସ୍ତେ, ଧୀମା, ମନ୍ଥର, ମନ୍ଦ
जिसका बल या वेग कम हो।
ଅର୍ଥ : ଧୈର୍ଯ୍ୟ ରଖିବା ଲୋକ
ଉଦାହରଣ : ଧୈର୍ଯ୍ୟଶୀଳ ବ୍ୟକ୍ତି ଧୈର୍ଯ୍ୟ ସହକାରେ କଠିନ କାର୍ଯ୍ୟ ଉପରେ ବିଜୟ କରିନିଏ
ସମକକ୍ଷ : ଧୈର୍ଯ୍ୟବାନ୍, ଧୈର୍ଯ୍ୟଶୀଳ, ଶାନ୍ତ
धैर्य रखने वाला।
Enduring trying circumstances with even temper or characterized by such endurance.
ସଂସ୍ଥାପନ କରନ୍ତୁ