ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ପାପ କରେ ବା ପାପ କାମ କରିବା ବ୍ୟକ୍ତି
ଉଦାହରଣ : ପାପୀମାନଙ୍କର ଜୀବନ ଅଶାନ୍ତିପୂର୍ଣ୍ଣ ହୋଇଥାଏ
ସମକକ୍ଷ : ପତିତ, ପାତକୀ, ପାପକର୍ମା, ପାପାଚାରୀ, ପାପାତ୍ମା, ପାପୀ
वह जो पाप करे या पाप करनेवाला व्यक्ति।
A person who sins (without repenting).
ଅର୍ଥ : ସବୁଠାରୁ ନିମ୍ନ ବା ନିକୃଷ୍ଟ ଧରଣର
ଉଦାହରଣ : ତୁମର ଖରାପ ବ୍ୟବହାରରେ ମୁଁ ଅସ୍ତବ୍ୟସ୍ତ ହୋଇଗଲିଣି
ସମକକ୍ଷ : ଅଭଦ୍ର, ଅଶାଳୀନ, ଖରାପ, ନିକୃଷ୍ଟ, ବଜାରୀ, ମନ୍ଦ
जो महत्व, मान आदि की दृष्टि से निम्न कोटि का और फलतः तिरस्कृत हो।
Low or inferior in station or quality.
ଅର୍ଥ : ଯେଉଁ ବ୍ୟକ୍ତି ଜାତି, ପଦ, ଗୁଣଆଦିରେ କମ୍
ଉଦାହରଣ : ଉଚ୍ଚ ବର୍ଗର ଲୋକମାନେ ନିମ୍ନ ବର୍ଗର ଲୋକଙ୍କୁ ହଇରାଣ କରୁଥିଲେ
ସମକକ୍ଷ : ତଳ, ନିମ୍ନ
जो जाति, पद, गुण आदि में घटकर हो।
Of low or inferior quality.
ସଂସ୍ଥାପନ କରନ୍ତୁ