ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୋଷ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୋଷ   ବିଶେଷ୍ୟ

ଅର୍ଥ : କାହା ଉପରେ ଲଗାଯାଇଥିବା ଦୋଷ

ଉଦାହରଣ : ନଜାଣି ନଶୁଣି କାହା ଚରିତ୍ରରେ କଳଙ୍କ ଲଗାଇବା ଠିକ୍‌ ନୁହେଁ

ସମକକ୍ଷ : ଅପବାଦ, ଅପଯଶ, କଳଙ୍କ, କାଳିମା, ଲାଞ୍ଛନ

किसी पर लगने या लगाया जाने वाला दोष।

इस लांछन से बचने का क्या उपाय है।
अपयश, अपवाद, अलोक, आक्षेप, इफतरा, इफ़तरा, इफ़्तरा, इफ़्तिरा, इफ्तरा, इफ्तिरा, कलंक, कलौंछ, कलौंस, कालिमा, दाग, दाग़, धब्बा, लांछन, लांछना

A false accusation of an offense or a malicious misrepresentation of someone's words or actions.

calumniation, calumny, defamation, hatchet job, obloquy, traducement

ଅର୍ଥ : ଦୋଷୀ ହେବାର ଅବସ୍ଥା ବା ଭାବ

ଉଦାହରଣ : ସ୍ବାମୀର ଦୋଷ ପ୍ରମାଣିତ କଲାପରେହିଁ ସ୍ତ୍ରୀ ସମ୍ବନ୍ଧ ବିଚ୍ଛେଦ କରି ପାରିବ

ସମକକ୍ଷ : ଅପରାଧ

दोषी होने की अवस्था या भाव।

पति की दोषिता प्रमाणित करके ही पत्नी संबंध विच्छेद कर सकती है।
दोषिता

The state of having committed an offense.

guilt, guiltiness

ଅର୍ଥ : ଖରାପ ଗୁଣ

ଉଦାହରଣ : ବ୍ୟକ୍ତି ଦୁର୍ଗୁଣରୁ ମୁକ୍ତ ହେବା ଆବଶ୍ୟକ

ସମକକ୍ଷ : ଅବଗୁଣ, ଦୁର୍ଗୁଣ, ମନ୍ଦ

The quality of being inadequate or falling short of perfection.

They discussed the merits and demerits of her novel.
He knew his own faults much better than she did.
demerit, fault

ଅର୍ଥ : ଦୋଷ ଏବଂ ତୃଟି

ଉଦାହରଣ : ଆପଣଙ୍କ ଅତିଥି ସେବାରେ କୌଣସି ପ୍ରକାରର ତୃଟି ନାହିଁ

ସମକକ୍ଷ : ତୃଟି

दोष और त्रुटि।

आपकी मेहमानवाज़ी में किसी तरह की कोई कोर-कसर नहीं है।
कोर कसर, कोर-कसर

A failing or deficiency.

That interpretation is an unfortunate defect of our lack of information.
defect, shortcoming