ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୁର୍ଜନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୁର୍ଜନ   ବିଶେଷ୍ୟ

ଅର୍ଥ : ଦୁଷ୍ଟ ବା ଖରାପ ବ୍ୟକ୍ତି

ଉଦାହରଣ : ଦୁର୍ଜନ ସଂଗତିରୁ ଦୂରରେ ରୁହ

ସମକକ୍ଷ : ଖଳ, ଦୁରାତ୍ମା, ଦୁଷ୍ଟ, ଦୁଷ୍ଟାତ୍ମା, ପାଜୀ, ଶଠ, ହରାମି, ହାରାମଜାଦା

A wicked or evil person. Someone who does evil deliberately.

scoundrel, villain

ଦୁର୍ଜନ   ବିଶେଷଣ

ଅର୍ଥ : ଯିଏ ଦୁଷ୍ଟ ବା ଦୁଷ୍ଟପରି କାମ ବା ବ୍ୟବହାର କରେ

ଉଦାହରଣ : ଦୁଷ୍ଟ ବ୍ୟକ୍ତି ସବୁବେଳେ ଅନ୍ୟର ଖରାପ ଚାହେଁ

ସମକକ୍ଷ : ଅଧମ, ଅସାଧୁ, ଖଳ, ଦୁଷ୍ଟ, ପାଜି, ମନ୍ଦ, ଶଠ, ହାରାମୀ

जो दुष्टतापूर्वक काम या व्यवहार करता हो।

दुष्ट व्यक्ति सदा दूसरों का अहित ही चाहते हैं।
अधम, अमति, अशील, असंत, असज्जन, असाधु, असित, आणक, कितव, खल, दुर्जन, दुष्ट, पाजी, पामर, लंगर, विटपक, विश्वकद्रु, शठ, शाबर, सठ, हरामी

Morally bad in principle or practice.

wicked