ଅର୍ଥ : ଯାହାର ଚାଲିଚଳନ ବା ଅଭ୍ୟାସ,ସ୍ୱଭାବ ଆଦି ଭଲ ନୁହେଁ
ଉଦାହରଣ :
ଖରାପ ପିଲାଙ୍କ ସହିତ ଖେଳନାହିଁ
ସମକକ୍ଷ : ଦୁଷ୍ଟ
ଅର୍ଥ : ଯେଉଁଥିରେ ଶ୍ଲୀଳତା ନାହିଁ
ଉଦାହରଣ :
ତାଙ୍କର ଅଶ୍ଲୀଳ କଥା ଶୁଣି ମୋତେ ଆଦୌ ଭଲ ଲାଗିଲା ନାହିଁ ଅଶ୍ଲୀଳ ପୁସ୍ତକ ବିକିବା ଅଭିଯୋଗରେ ମୋହନକୁ ଦୁଇ ବର୍ଷ ସଜା ହୋଇଗଲା
ସମକକ୍ଷ : ଅଶ୍ଲୀଳ, କାମୁକତାପୂର୍ଣ୍ଣ, ଗନ୍ଧିଆ
ଅର୍ଥ : ଯେଉଁଥିରେ କୌଣସି ପ୍ରକାରର ବିକାର ହୋଇଯାଇଛି
ଉଦାହରଣ :
ସେ ଖରାପ ଇଞ୍ଜିନ୍କୁ ଠିକ୍ କରୁଛି ଅପଭ୍ରଂଶ ଶୈଳୀର ପ୍ରୟୋଗ ଜୈନ ଏବଂ ହିନ୍ଦୁ ଦୁଇ ସମ୍ପ୍ରଦାୟର ଚିତ୍ରଗୁଡ଼ିକରେ ହୋଇଛି
ସମକକ୍ଷ : ଅପଭ୍ରଂଶ, ବିକାରଗ୍ରସ୍ତ, ବିକୃତ