ଅର୍ଥ : ସମ୍ପୂର୍ଣ୍ଣ ରୂପେ ରହିବା ବା ବନ୍ଦ ହେବାର କାମ
ଉଦାହରଣ :
ବର୍ତ୍ତମାନ ଏହି ପରିଯୋଜନାକୁ ବନ୍ଦ କରିଦିଆଗଲା
ସମକକ୍ଷ : ପୂର୍ଣ୍ଣବିରାମ
ଅର୍ଥ : (କବାଟ, ଢାଙ୍କୁଣୀ ଆଦି) ଯାହା ଏଭଳି ସ୍ଥିତିରେ ଥାଏ ଯାହାଫଳରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରିବନାହିଁ
ଉଦାହରଣ :
ଛାତ୍ରବାସର ମୁଖ୍ୟ ଦ୍ୱାର ଆଠଟାରେ ବନ୍ଦ ହୋଇଯାଏ