ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବରୁଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବରୁଦ୍ଧ   ବିଶେଷଣ

ଅର୍ଥ : ରୁନ୍ଧିତ ହେବା ବା ଅଟକିବା

ଉଦାହରଣ : ସେ ବନ୍ଦ ନଳୀକୁ ସଫା କରୁଛି

ସମକକ୍ଷ : ଅଟକାଣ, ନିରୁଦ୍ଧ, ବନ୍ଦ, ବାଧାଗ୍ରସ୍ତ, ରୁଦ୍ଧ, ରୁନ୍ଧିତ

जो रुँधा या रुका हुआ हो।

वह बंद नाली को साफ़ कर रहा है।
अवरुद्ध, अवरोधित, निरुद्ध, बंद, बन्द, बाधाग्रस्त, बाधित, रुँधा, रुद्ध, संवृत

ଅର୍ଥ : ଅଟକା ହୋଇଥିବା

ଉଦାହରଣ : ସେ ନିଶ୍ୱାସ ବନ୍ଦ କରି ନଟର ଖେଳ ଦେଖୁଥିଲା

ସମକକ୍ଷ : ଅଟକା, ବନ୍ଦ

* रुका हुआ।

वह थमी हुई साँसों के साथ नट का खेल देख रहा था।
अवरुद्ध, थमा, थमा हुआ, रुका, रुका हुआ