ଅର୍ଥ : ଯିଏ ଚଞ୍ଚଳ ନୁହେଁ
ଉଦାହରଣ :
ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
ସମକକ୍ଷ : ଅଚଞ୍ଚଳ, ଗମ୍ଭୀର, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ
ଅର୍ଥ : ଯେଉଁଥିରେ ପରିବର୍ତ୍ତନ ବା ଉତ୍ଥାନ-ପତନ ନ ଥାଏ
ଉଦାହରଣ :
କିଛି ବସ୍ତୁ ସ୍ଥିର ତାପମାନରେ ରଖାଯାଏ
ଅର୍ଥ : ଯାହାର ଚିତ୍ତ ସ୍ଥିର
ଉଦାହରଣ :
ସ୍ଥିରଚିତ୍ତ ବ୍ୟକ୍ତି ବିପତ୍ତିରେ ଭୟ କରନ୍ତି ନାହିଁ
ସମକକ୍ଷ : ଅଚଞ୍ଚଳ, ପ୍ରଶାନ୍ତ, ଶାନ୍ତ, ସୁଶାନ୍ତ, ସ୍ଥିରଚିତ୍ତ