ଅର୍ଥ : ଲେଖାଆଦିରେ ସେହି ବିରାମ ଚିହ୍ନ ଯାହା କୌଣସି ବାକ୍ୟର ସମାପ୍ତିରେ ତା’ ଶେଷରେ ଲଗାଯାଇଥାଏ
ଉଦାହରଣ :
ଆଜିକାଲି ହିନ୍ଦୀ ଲେଖାରେ ପୂର୍ଣ୍ଣଚ୍ଛେଦ () ଜାଗାରେ ବିନ୍ଦୁ(.) ଲଗାଯାଉଛି
ସମକକ୍ଷ : ପୂର୍ଣ୍ଣଚ୍ଛେଦ, ପୂର୍ଣ୍ଣଚ୍ଛେଦ ଚିହ୍ନ, ପୂର୍ଣ୍ଣବିରାମ ଚିହ୍ନ
ଅର୍ଥ : ସମ୍ପୂର୍ଣ୍ଣ ରୂପେ ରହିବା ବା ବନ୍ଦ ହେବାର କାମ
ଉଦାହରଣ :
ବର୍ତ୍ତମାନ ଏହି ପରିଯୋଜନାକୁ ବନ୍ଦ କରିଦିଆଗଲା
ସମକକ୍ଷ : ବନ୍ଦ