ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି
ଉଦାହରଣ : ସେ ଖେତର ଚାରିଆଡ଼େ ବାଡ଼ ବୁଜି ଦେଇଛି ଅବରୋଧ ଭାଙ୍ଗି ଚୋର ପରିସର ମଧ୍ୟକୁ ପଶି ଆସିଲା
ସମକକ୍ଷ : ଗେରଦ, ଘେର, ଘେରଉ, ଘେରା, ପାଚେରୀ, ବାଡ଼, ହତା
किसी चीज़ को चारों ओर से घेरने वाली कोई चीज़।
A barrier that serves to enclose an area.
ଅର୍ଥ : ଶତ୍ରୁ,ଅପରାଧୀ ଆଦିଙ୍କୁ ଘେରିବା ବା ଧରିବାପାଇଁ କୌଣସି ସ୍ଥାନର ଯିବାଆସିବା ବାଟକୁ ବନ୍ଦକରିବା ପ୍ରକ୍ରିୟା
ଉଦାହରଣ : ଭାରତ ଓ ପାକିସ୍ଥାନର ସୀମାନ୍ତରେ ଆତଙ୍କବାଦୀମାନଙ୍କ ଅନୁପ୍ରବେଶକୁ ରୋକିବାପାଇଁ ଅବରୋଧ କରାଯାଇଛି
ସମକକ୍ଷ : ଘେରାବନ୍ଦୀ, ନାକାବନ୍ଦୀ
शत्रु,अपराधी आदि को घेरने या पकड़ने के लिए किसी स्थान के आने-जाने के मार्ग को रोकने की क्रिया।
Prevents access or progress.
ଅର୍ଥ : ସ୍ତ୍ରୀମାନେ ରହୁଥିବା ଘରର ସେହି ଭିତର ଭାଗ
ଉଦାହରଣ : ଚାକରାଣୀ ଅନ୍ତଃପୁର ସଫାକରୁଛି
ସମକକ୍ଷ : ଅନ୍ତଃପୁର, ଅନ୍ଦର ମହଲ, ଭିତର ଆଡ଼, ଭିତର ସାଲା, ଭିତରପୁର, ଭିତିରି ଖଞ୍ଜା, ଭିତିରି ମହଲ, ହାରେମ୍
घर का वह भीतरी भाग जिसमें स्त्रियाँ रहती हैं।
Living quarters reserved for wives and concubines and female relatives in a Muslim household.
ଅର୍ଥ : କୌଣସି ଅଧିକାରୀଙ୍କଠାରୁ ନିଜ ସର୍ତ୍ତ ମନେଇବାପାଇଁ ସବୁ କର୍ମଚାରୀ ଓ ବିଦ୍ୟାର୍ଥୀଙ୍କଦ୍ୱାରା ଘେରଉ କରିବା କ୍ରିୟା
ଉଦାହରଣ : ନିଜ ସମସ୍ୟାଗୁଡ଼ିକୁ ନେଇ ଛାତ୍ରମାନେ ଅଧ୍ୟକ୍ଷଙ୍କୁ ଘେରାଉ କଲେ
ସମକକ୍ଷ : ଘେରଉ, ଘେରାଉ, ମେଳି
किसी अधिकारी से अपनी बात मनवाने के लिए कर्मचारियों, विद्यार्थियों आदि के द्वारा उसे घेरने की क्रिया।
ଅର୍ଥ : କାମ, ବିକାଶ, ମାର୍ଗଆଦିରେ ବାଧା ଠିଆ କରାଯିବା ବା ଆସୁଥିବା ବାଧା
ଉଦାହରଣ : ମୋହନ ମୋର ସବୁ କାମରେ ବାଧା ଦେଇ ମୋତେ ହଇରାଣ କରୁଛି
ସମକକ୍ଷ : ନିରୋଧ, ବନ୍ଦ, ବାଧା, ବିରୋଧ
काम, विकास, मार्ग, आदि में खड़ी की जाने वाली या आने वाली कोई चीज या बात।
Any structure that makes progress difficult.
ଅର୍ଥ : ଅଟକାଇବାର କ୍ରିୟା, ଅବସ୍ଥା ବା ଭାବ
ଉଦାହରଣ : ପାଣିନଳୀରେ ଅଟକ କାରଣରୁ ଅଳ୍ପ ପାଣି ଆସୁଛି
ସମକକ୍ଷ : ଅଟକ
अटकने की क्रिया, अवस्था या भाव।
ସଂସ୍ଥାପନ କରନ୍ତୁ