ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଟକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଟକ   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁକୁ ରୋକିବାର ବା ବାନ୍ଧିବାର ପ୍ରକ୍ରିୟା

ଉଦାହରଣ : ଅଟକଦ୍ୱାରା ଆମର କିଛି ଲାଭ ହେଲାନାହିଁ

ସମକକ୍ଷ : ବନ୍ଧନ

किसी वस्तु को रोकने या बाँधने की क्रिया या युक्ति।

बंधेज से कुछ फायदा नहीं हुआ।
बंधेज, बन्धेज

The action of prohibiting or inhibiting or forbidding (or an instance thereof).

They were restrained by a prohibition in their charter.
A medical inhibition of alcoholic beverages.
He ignored his parents' forbiddance.
forbiddance, inhibition, prohibition

ଅର୍ଥ : ଅଟକାଇବାର କ୍ରିୟା, ଅବସ୍ଥା ବା ଭାବ

ଉଦାହରଣ : ପାଣିନଳୀରେ ଅଟକ କାରଣରୁ ଅଳ୍ପ ପାଣି ଆସୁଛି

ସମକକ୍ଷ : ଅବରୋଧ

अटकने की क्रिया, अवस्था या भाव।

पानी की नाली में अटकाव की वज़ह से पानी कम आ रहा है।
अटक, अटकापन, अटकाव

ଅଟକ   ବିଶେଷଣ

ଅର୍ଥ : ଅଟକିଥିବା

ଉଦାହରଣ : ଅଟକିଥିବା କାମ ପୁଣି ଆରମ୍ଭ କରିଦିଆଗଲା

ସମକକ୍ଷ : ଅଟକିଥିବା, ଗତିହୀନ, ବନ୍ଦ, ସ୍ଥଗିତ, ସ୍ଥିର

रुका हुआ।

ठहरा काम पुनः प्रारंभ कर दिया गया है।
अवरत, गतिहीन, ठप, ठप्प, ठहरा, थमा, बंद, बन्द, रुका, विश्रांत, विश्रान्त, स्थिर

Not in operation or operational.

The oven is off.
The lights are off.
off