ଅର୍ଥ : ଶତ୍ରୁହେବାର ଅବସ୍ଥା ବା ଭାବ
ଉଦାହରଣ :
ନିଜନିଜ ଭିତରେ ଶତ୍ରୁତାକୁ ଦୂରକରିବା ହିଁ ଭଲ
ସମକକ୍ଷ : ଅରିତ୍ୱ, ବିଦ୍ୱେଷ, ବୈର, ମନୋମାଳିନ୍ୟ, ଶତ୍ରୁତା
ଅର୍ଥ : କୌଣସି କାର୍ଯ୍ୟଆଦିକୁ ବନ୍ଦକରିବା ନିମନ୍ତେ ତାର ବିପରୀତ କାର୍ଯ୍ୟକରିବା କିମ୍ବା ଆମେ ଚାହୁଁନଥିବା କିଛି କାର୍ଯ୍ୟର ବିପରୀତରେ କରାଯାଉଥିବା କାମ
ଉଦାହରଣ :
ରାମର ବିରୋଧ ସତ୍ତ୍ୱେ ମୁଁ ନିର୍ବାଚନ ଲଢ଼ିଲି
ସମକକ୍ଷ : ପ୍ରତିରୋଧ