ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯିଏ ନିଜ ସ୍ଥାନରୁ ହଲେନାହିଁ
ଉଦାହରଣ : ପର୍ବତସବୁ ସ୍ଥିର
ସମକକ୍ଷ : ଅଟଳ, ଅବିଚଳ, ଅବିଚଳିତ, ଦୃଢ଼, ନିଶ୍ଚଳ, ସ୍ଥିର
जो अपने स्थान से हटे नहीं या जिसे हटाया न जा सके।
ଅର୍ଥ : ଯାହା ପ୍ରବାହିତ ହେଇନାହିଁ
ଉଦାହରଣ : ଅପ୍ରବାହିତ ଜଳରେ ବହୁତ ପ୍ରକାର ରୋଗ ଜୀବାଣୁ ମିଳନ୍ତି
ସମକକ୍ଷ : ଅଟକିଥିବା, ଅପ୍ରବାହିତ, ଜମିଥିବା, ପ୍ରବାହହୀନ, ଶାନ୍ତ, ସ୍ଥିର
जो प्रवाहित न हो।
Not circulating or flowing.
ଅର୍ଥ : ଅଟକିଥିବା
ଉଦାହରଣ : ଅଟକିଥିବା କାମ ପୁଣି ଆରମ୍ଭ କରିଦିଆଗଲା
ସମକକ୍ଷ : ଅଟକ, ଅଟକିଥିବା, ବନ୍ଦ, ସ୍ଥଗିତ, ସ୍ଥିର
रुका हुआ।
Not in operation or operational.
ଅର୍ଥ : ଯେ ଚାଲିପାରେ ନାହିଁ
ଉଦାହରଣ : ସବୁ ଗଛ ସଜୀବ ହେଲେ ମଧ୍ୟ ଅଚଳ
ସମକକ୍ଷ : ଅଚଳ ସ୍ଥାବର
जो चल न सके या जिसमें गति न हो।
Not in physical motion.
ଅର୍ଥ : ଯେଉଁଥିରେ ଗତି ନାହିଁ କିନ୍ତୁ ସେଥିରେ ଗତି ଦିଆଯାଇପାରିବ
ଉଦାହରଣ : ଗତିହୀନ କାର୍ ଅଚାନକ ଚାଲିବାରେ ଲାଗିଲା
ସମକକ୍ଷ : ଅଗତି, ସ୍ଥିର
जिसमें गति न हो पर उसे गति दी जा सकती हो।
ସଂସ୍ଥାପନ କରନ୍ତୁ