ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଟକିଥିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଟକିଥିବା   ବିଶେଷଣ

ଅର୍ଥ : ଯାହା ପ୍ରବାହିତ ହେଇନାହିଁ

ଉଦାହରଣ : ଅପ୍ରବାହିତ ଜଳରେ ବହୁତ ପ୍ରକାର ରୋଗ ଜୀବାଣୁ ମିଳନ୍ତି

ସମକକ୍ଷ : ଅପ୍ରବାହିତ, ଗତିହୀନ, ଜମିଥିବା, ପ୍ରବାହହୀନ, ଶାନ୍ତ, ସ୍ଥିର

जो प्रवाहित न हो।

अप्रवाहित जल में बहुत सारे रोगों के जीवाणु मिलते हैं।
अप्रवाहित, खड़ा, गतिहीन, ठहरा, थमा, प्रवाहहीन, रुका, शांत, शान्त, स्थिर, होर

Not circulating or flowing.

Dead air.
Dead water.
Stagnant water.
dead, stagnant

ଅର୍ଥ : ଅଟକିଥିବା

ଉଦାହରଣ : ଅଟକିଥିବା କାମ ପୁଣି ଆରମ୍ଭ କରିଦିଆଗଲା

ସମକକ୍ଷ : ଅଟକ, ଗତିହୀନ, ବନ୍ଦ, ସ୍ଥଗିତ, ସ୍ଥିର

रुका हुआ।

ठहरा काम पुनः प्रारंभ कर दिया गया है।
अवरत, गतिहीन, ठप, ठप्प, ठहरा, थमा, बंद, बन्द, रुका, विश्रांत, विश्रान्त, स्थिर

Not in operation or operational.

The oven is off.
The lights are off.
off