ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମନା   ବିଶେଷ୍ୟ

ଅର୍ଥ : କୌଣସି କାମ ବା କଥା କରିବାନିମନ୍ତେ ବାରଣ

ଉଦାହରଣ : ବିଚାରାଳୟର ଆଦେଶରେ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ନିଷେଧ

ସମକକ୍ଷ : ନିଷେଧ, ପ୍ରତିବନ୍ଧ, ବନ୍ଦ, ବାରଣ

कोई काम या बात न करने का आदेश।

सार्वजनिक स्थलों पर निषेध के बावज़ूद लोग धूम्रपान करते हैं।
अपसर्ग, आसेध, निवारण, निषेध, पाबंदी, पाबन्दी, प्रतिबंध, प्रतिबन्ध, प्रतिषेध, बंदिश, बंधेज, बन्धेज, बैन, मनाही, रोक, वर्जन, विराम

A decree that prohibits something.

ban, prohibition, proscription

ମନା   କ୍ରିୟା ବିଶେଷଣ

ଅର୍ଥ : ଅନିଚ୍ଛା ବ୍ୟକ୍ତ କରିବାପାଇଁ

ଉଦାହରଣ : ଆପଣଙ୍କୁ ଏଭଳି କରିବା ଅନୁଚିତ୍‌ ମୁଁ କିଛି ପଚାରିବା ପୂର୍ବରୁ ହିଁ ସେ ମନା କଲେଆପଣ ଏଭଳି କୁହନ୍ତୁ ନାହିଁ

निषेध या असहमति व्यक्त करने के लिए।

आपको ऐसा नहीं करना चाहिए।
मेरे कुछ पूछने के पहले ही उसने ना कहा।
आप ऐसा मत कहें।
जी नहीं, , नहीं, ना, मत

Used to express refusal or denial or disagreement etc or especially to emphasize a negative statement.

No, you are wrong.
no