ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରତିବନ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରତିବନ୍ଧ   ବିଶେଷ୍ୟ

ଅର୍ଥ : କୌଣସି କାମ ବା କଥା କରିବାନିମନ୍ତେ ବାରଣ

ଉଦାହରଣ : ବିଚାରାଳୟର ଆଦେଶରେ ସର୍ବସାଧାରଣ ସ୍ଥାନରେ ଧୂମପାନ କରିବା ନିଷେଧ

ସମକକ୍ଷ : ନିଷେଧ, ବନ୍ଦ, ବାରଣ, ମନା

कोई काम या बात न करने का आदेश।

सार्वजनिक स्थलों पर निषेध के बावज़ूद लोग धूम्रपान करते हैं।
अपसर्ग, आसेध, निवारण, निषेध, पाबंदी, पाबन्दी, प्रतिबंध, प्रतिबन्ध, प्रतिषेध, बंदिश, बंधेज, बन्धेज, बैन, मनाही, रोक, वर्जन, विराम

A decree that prohibits something.

ban, prohibition, proscription

ଅର୍ଥ : କୌଣସି ନିଶ୍ଚୟ, ବିଦ୍ଧିଆଦିରେ ଆସୁଥିବା କଠିନତାରୁ ରକ୍ଷାପାଇବାପାଇଁ ବାହାର କରାଯାଉଥିବା ମାର୍ଗ ବା ନିଶ୍ଚିତ କରାଯାଉଥିବା ବିଧାନ

ଉଦାହରଣ : ସରକାର ଏହି ସର୍ତ୍ତ ରଖିଛନ୍ତି ଯେ ଅଧିକ ମାତ୍ରାରେ ଚିନି ଉତ୍ପାଦନ କରୁଥିବା ରାଜ୍ୟକୁ ହିଁ ଏହି ସୁବିଧା ଦିଆଯିବ

ସମକକ୍ଷ : ସର୍ତ୍ତ

किसी निश्चय,विधि आदि में पड़नेवाली कठिनता से बचने के लिए निकाला हुआ मार्ग या निश्चित किया हुआ विधान।

सरकार ने यह शर्त रखी है कि अधिक मात्रा में चीनी का उत्पादन करनेवाले राज्य को ही यह सुविधा दी जायेगी।
प्रतिबंध, प्रतिबन्ध, शर्त

(usually plural) a statement of what is required as part of an agreement.

The contract set out the conditions of the lease.
The terms of the treaty were generous.
condition, strings, term

ଅର୍ଥ : ଶତରଞ୍ଜ ଖେଳରେ ଏଭଳି ଗୋଟିଏ ଅବସ୍ଥା ଯେତେବେଳେ ଶାହାକୁ ପାଲିର ଆଉ କୌଣସି ଦାନକୁ ଚାଲିବାକୁ ଜାଗା ନଥାଏ

ଉଦାହରଣ : ପ୍ରତିବନ୍ଧ କାରଣରୁ ତାଙ୍କୁ ଖେଳ ବନ୍ଦ କରିବାକୁ ପଡ଼ିଲା

शतरंज के खेल में वह अवस्था जब शाह को चलने या अर्दब में कोई और मोहरा चलने की जगह न हो।

जिच के कारण उन्हें खेल बंद करना पड़ा।
ज़िच, ज़िच्च, जिच, जिच्च

Drawing position in chess: any of a player's possible moves would place his king in check.

stalemate