ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦୃଢ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦୃଢ଼   ବିଶେଷଣ

ଅର୍ଥ : ଯିଏ ନିଜ ସ୍ଥାନରୁ ହଲେନାହିଁ

ଉଦାହରଣ : ପର୍ବତସବୁ ସ୍ଥିର

ସମକକ୍ଷ : ଅଟଳ, ଅବିଚଳ, ଅବିଚଳିତ, ଗତିହୀନ, ନିଶ୍ଚଳ, ସ୍ଥିର

जो अपने स्थान से हटे नहीं या जिसे हटाया न जा सके।

पर्वत स्थिर होते हैं।
अचल, अटल, अडिग, अडोल, अनपाय, अनपायी, अपेल, अलोल, अविचल, अविचलित, कायम, खड़ा, गतिहीन, थिर, दृढ़, निश्चल, स्थिर

ଅର୍ଥ : ଯେ ନମନୀୟ ନୁହେଁ ବା ଯାହାକୁ ନୁଆଇଁ ହେବ ନାହିଁ

ଉଦାହରଣ : ଏହି ଲୁହାଛଡ଼ ଅନମନୀୟ ଆଲେକ୍‌ଜାଣ୍ଡାରଙ୍କ ସାମ୍ନାରେ ପୁରୁ ଅନମନୀୟ ଥିଲେ

ସମକକ୍ଷ : ଅନମନୀୟ, କଠୋର

जो नम्य न हो या जिसे झुकाया न जा सके।

यह लोहे की छड़ अनम्य है।
सिकंदर के सामने पोरस अनम्य रहा।
अनमनीय, अनम्य, कठोर, दृढ, दृढ़

Resistant to being bent.

An inflexible iron bar.
An inflexible knife blade.
inflexible

ଅର୍ଥ : ବହୁତ କଠୋର ବା ଖୁବ କଡ଼ା

ଉଦାହରଣ : ସେ ଦଉଡ଼ିରେ ବଜ୍ର ଗଣ୍ଠି ପକାଇ ଦେଇଛି

ସମକକ୍ଷ : ଟାଣ, ବଜ୍ର

बहुत कठोर या ख़ूब कड़ा।

उसने रस्सी में बज्र गाँठ डाल दी है।
बज्र, वज्र

ଅର୍ଥ : ବହୁତ ନିକଟର ବା ବହୁତ ପାଖରେ

ଉଦାହରଣ : ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି

ସମକକ୍ଷ : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ନିବିଡ଼, ପ୍ରଗାଢ଼

बहुत निकट का या बहुत घनिष्ठ।

मुकेश मेरा घनिष्ठ मित्र है।
मोहन और सोहन में गाढ़ी मित्रता है।
अंगरंगी, अंतरंग, अंतरंगी, अनन्य, अन्तरंग, अन्यतम, अभिन्न, आत्मिक, आत्मीय, इष्ट, गाढ़ा, घनिष्ठ, जिगरी, दिली, प्रगाढ़

Marked by close acquaintance, association, or familiarity.

Intimate friend.
Intimate relations between economics, politics, and legal principles.
intimate

ଅର୍ଥ : ଯେ ନିଷ୍ପତ୍ତି ବଦଳାଏ ନାହିଁ

ଉଦାହରଣ : ଭୀଷ୍ମ ପିତାମହ ବିବାହ ନକରିବାକୁ ଦୃଢ଼ ପ୍ରତିଜ୍ଞା କରିଥିଲେ ସେ ନିଜ ନିଷ୍ପତ୍ତି ଉପରେ ଅଟଳ ରହିଲେ

ସମକକ୍ଷ : ଅଟଳ, ସ୍ଥିର

जो न बदले (निर्णय, संकल्प आदि)।

भीष्म पितामह ने विवाह न करने की दृढ़ प्रतिज्ञा की थी।
अटल, अडग, अडिग, अडोल, अनपाय, अनपायी, अपेल, अलोल, अविचल, आरूढ़, कायम, थिर, दृढ़, बरकरार, बरक़रार, मुस्तहकम, स्थिर