ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅବିଚଳିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅବିଚଳିତ   ବିଶେଷଣ

ଅର୍ଥ : ଯିଏ ନିଜ ସ୍ଥାନରୁ ହଲେନାହିଁ

ଉଦାହରଣ : ପର୍ବତସବୁ ସ୍ଥିର

ସମକକ୍ଷ : ଅଟଳ, ଅବିଚଳ, ଗତିହୀନ, ଦୃଢ଼, ନିଶ୍ଚଳ, ସ୍ଥିର

जो अपने स्थान से हटे नहीं या जिसे हटाया न जा सके।

पर्वत स्थिर होते हैं।
अचल, अटल, अडिग, अडोल, अनपाय, अनपायी, अपेल, अलोल, अविचल, अविचलित, कायम, खड़ा, गतिहीन, थिर, दृढ़, निश्चल, स्थिर

ଅର୍ଥ : ଯେ ବିଚଳିତ ନୁହେଁ

ଉଦାହରଣ : ଅବିଚଳିତ ବ୍ୟକ୍ତି ନିଜ ଲକ୍ଷ ସହଜରେ ହାସଲ କରିପାରେ

ସମକକ୍ଷ : ଅଚଞ୍ଚଳ, ସ୍ଥିର

जो विचलित न हो।

अविचलित व्यक्ति अपनी मंजिल आसानी से पा लेता है।
अडिग, अविचल, अविचलित, दृढ़