ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଜ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଜ୍ର   ବିଶେଷ୍ୟ

ଅର୍ଥ : ଇନ୍ଦ୍ରଙ୍କ ପ୍ରଧାନ ଶସ୍ତ୍ର

ଉଦାହରଣ : ବାଳ ହନୁମାନଙ୍କ ଉପରେ ଇନ୍ଦ୍ର ଥରେ ବଜ୍ର ପ୍ରହାର କରିଥିଲେ

ସମକକ୍ଷ : ଇନ୍ଦ୍ରଶସ୍ତ୍ର, ଇନ୍ଦ୍ରାୟୁଧ, କୁଳିଶ

Indra's thunderbolt.

vajra

ଅର୍ଥ : କୃଷ୍ଣଙ୍କ ଜଣେ ନାତି

ଉଦାହରଣ : ବଜ୍ର ଅନିରୁଦ୍ଧର ପୁତ୍ର

कृष्ण के एक पोते।

वज्र अनिरुद्ध के पुत्र थे।
वज्र

An imaginary being of myth or fable.

mythical being

ଅର୍ଥ : ବିଶ୍ବାମିତ୍ରଙ୍କର ଜଣେ ପୁତ୍ର

ଉଦାହରଣ : ବଜ୍ରଙ୍କର ବର୍ଣ୍ଣନା ପୁରାଣରୁ ମିଳେ

विश्वामित्र के एक पुत्र।

वज्र का वर्णन पुराणों में मिलता है।
बज्र, वज्र

An imaginary being of myth or fable.

mythical being

ଅର୍ଥ : ଅକସ୍ମାତ ହେଉଥିବା କୌଣସି ବଡ଼ ଅନର୍ଥ ବା ଅନିଷ୍ଟ କାର୍ଯ୍ୟ

ଉଦାହରଣ : ଶ୍ରବଣର ମୃତ୍ୟୁ ଖବର ଶୁଣିବା କ୍ଷଣି ଅନ୍ଧ ପିତାମାତାଙ୍କ ଉପରେ ବଜ୍ରାଘାତ ହେଲା

ସମକକ୍ଷ : ଚଡ଼କ, ବଜ୍ରପାତ, ବଜ୍ରାଘାତ

सहसा होनेवाला कोई बहुत बड़ा अनर्थ या अनिष्ट।

श्रवण की मृत्यु का समाचार सुनते ही अंधे माता-पिता पर वज्राघात हुआ।
वज्रपात, वज्राघात

ବଜ୍ର   ବିଶେଷଣ

ଅର୍ଥ : ବହୁତ କଠୋର ବା ଖୁବ କଡ଼ା

ଉଦାହରଣ : ସେ ଦଉଡ଼ିରେ ବଜ୍ର ଗଣ୍ଠି ପକାଇ ଦେଇଛି

ସମକକ୍ଷ : ଟାଣ, ଦୃଢ଼

बहुत कठोर या ख़ूब कड़ा।

उसने रस्सी में बज्र गाँठ डाल दी है।
बज्र, वज्र