ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ନିଶା ହେବାପାଇଁ ମୁହଁରେ ଧୂଆଁ ଶୋଷିବାର କ୍ରିୟା
ଉଦାହରଣ : ସୋହନ ସିଗାରେଟର କଶ ନେଉଛି
ସମକକ୍ଷ : କଶ, ଦମ, ସୁଟ୍ଟା
नशे आदि के लिए मुँह से धुआँ खींचने की क्रिया।
A slow inhalation (as of tobacco smoke).
ଅର୍ଥ : ବହୁତ କଠୋର ବା ଖୁବ କଡ଼ା
ଉଦାହରଣ : ସେ ଦଉଡ଼ିରେ ବଜ୍ର ଗଣ୍ଠି ପକାଇ ଦେଇଛି
ସମକକ୍ଷ : ଦୃଢ଼, ବଜ୍ର
बहुत कठोर या ख़ूब कड़ा।
ଅର୍ଥ : ଯେଉଁଥିରେ କଠିନ ଆବରଣ ପଡିଛି
ଉଦାହରଣ : ପାଣି ଶୁଖି ଗଲାପରେ ସେହି ଜମି ଟାଣ ହୋଇଯାଇଛି
ସମକକ୍ଷ : ଟାଣୁଆ
जिसमें पपड़ी हो या जिसमें पपड़ी पड़ गई हो।
Having a hardened crust as a covering.
ଅର୍ଥ : ବହୁତ କଡ଼ା,ବଡ଼ ବା ପୂରା
ଉଦାହରଣ : ବୋହୂ ଶାଶୁକୁ କଡ଼ା ଜବାବ ଦେଲା
ସମକକ୍ଷ : କଡା
बहुत उग्र या तेज हो।
Having strength or power greater than average or expected.
ଅର୍ଥ : ଯେ ଦୃଢ
ଉଦାହରଣ : ଶାଗୁଆନ କାଠରେ ତିଆରି ଆସବାବପତ୍ର ଭାରି ମଜବୁତ୍ମୋ ମନ ଭାରି ଟାଣ
ସମକକ୍ଷ : ଦୃଢ, ପକ୍କା, ମଜବୁତ୍
जो दृढ़ हो या आसानी से न टूटे या तोड़ा जा सके।
ସଂସ୍ଥାପନ କରନ୍ତୁ