ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଢ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଢ଼   ବିଶେଷଣ

ଅର୍ଥ : ବହୁତ ଭଲ ଭାବରେ

ଉଦାହରଣ : ସେ ଗାଢ଼ ନିଦରେ ଶୋଇଛି

ସମକକ୍ଷ : ଗଭୀର

बहुत अच्छी तरह का।

वह गहरी नींद में सो रहा है।
गहरा, गाढ़ा, पक्का

(of sleep) deep and complete.

A heavy sleep.
Fell into a profound sleep.
A sound sleeper.
Deep wakeless sleep.
heavy, profound, sound, wakeless

ଅର୍ଥ : ବହୁତ ନିକଟର ବା ବହୁତ ପାଖରେ

ଉଦାହରଣ : ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି

ସମକକ୍ଷ : ଅନ୍ତରଙ୍ଗ, ଆତ୍ମୀୟ, ଘନିଷ୍ଠ, ଦୃଢ଼, ନିବିଡ଼, ପ୍ରଗାଢ଼

बहुत निकट का या बहुत घनिष्ठ।

मुकेश मेरा घनिष्ठ मित्र है।
मोहन और सोहन में गाढ़ी मित्रता है।
अंगरंगी, अंतरंग, अंतरंगी, अनन्य, अन्तरंग, अन्यतम, अभिन्न, आत्मिक, आत्मीय, इष्ट, गाढ़ा, घनिष्ठ, जिगरी, दिली, प्रगाढ़

Marked by close acquaintance, association, or familiarity.

Intimate friend.
Intimate relations between economics, politics, and legal principles.
intimate

ଅର୍ଥ : ଯେଉଁ ଜଳୀୟ ପଦାର୍ଥ ବେଶି ତରଳ ନୁହେଁ କି ଗାଢ଼ ମଧ୍ୟ ନୁହେଁ

ଉଦାହରଣ : କ୍ଷୀର ଆଉଟୁ ଆଉଟୁ ବହୁତ ଗାଢ଼ ହୋଇଗଲା

ସମକକ୍ଷ : ବହଳିଆ

जो बहुत ही तरल न हो अपितु ठोसाद्रव की अवस्था में हो या जिसमें जल की मात्रा कम हो।

दूध खौलते-खौलते बहुत ही गाढ़ा हो गया है।
गाढ़ा

Of or relating to a solution whose dilution has been reduced.

concentrated

ଅର୍ଥ : ଯାହା ଗାଢ଼ ରଙ୍ଗର

ଉଦାହରଣ : ନୌସେନା ପୋଷାକ ରଙ୍ଗ ଗାଢ଼ ନୀଳ

ସମକକ୍ଷ : ଘନ

जो गहरे रंग का हो।

जलसेना की वर्दी गाढ़े नीले रंग की होती है।
गहरा, गाढ़ा