ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆତ୍ମୀୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆତ୍ମୀୟ   ବିଶେଷ୍ୟ

ଅର୍ଥ : ଯାହାର ଆତ୍ମୀୟଙ୍କ ସହିତ ସମ୍ବନ୍ଧ ବା ସଂପର୍କ ଥାଏ

ଉଦାହରଣ : ଆତ୍ମୀୟଙ୍କଠାରୁ କଣ ଲୁଚେଇବି, ଆପଣ ତ ସବୁ ଜାଣନ୍ତି

ସମକକ୍ଷ : ଜ୍ଞାତି, ସ୍ୱଜନ

वह जिसका अपने से संबंध या नाता हो।

अपनों से क्या छुपाना, आपको तो सब पता ही है।
अपना, स्वजन

ଆତ୍ମୀୟ   ବିଶେଷଣ

ଅର୍ଥ : ଯାହା ଆତ୍ମା ସହିତ ସମ୍ବନ୍ଧିତ

ଉଦାହରଣ : ଏହି ସମ୍ମିଳନୀରେ ଆତ୍ମ ବିଷୟକ କଥା ଉପରେ ଚର୍ଚ୍ଚା କରାଗଲା

ସମକକ୍ଷ : ଆତ୍ମ ବିଷୟକ, ଆତ୍ମ-ସମ୍ବନ୍ଧୀ, ଆତ୍ମା ବିଷୟକ, ଆତ୍ମିକ, ଆଧ୍ୟାତ୍ତ୍ମ

ଅର୍ଥ : ବହୁତ ନିକଟର ବା ବହୁତ ପାଖରେ

ଉଦାହରଣ : ରାମ ମୋର ଘନିଷ୍ଠ ମିତ୍ର ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି

ସମକକ୍ଷ : ଅନ୍ତରଙ୍ଗ, ଗାଢ଼, ଘନିଷ୍ଠ, ଦୃଢ଼, ନିବିଡ଼, ପ୍ରଗାଢ଼

बहुत निकट का या बहुत घनिष्ठ।

मुकेश मेरा घनिष्ठ मित्र है।
मोहन और सोहन में गाढ़ी मित्रता है।
अंगरंगी, अंतरंग, अंतरंगी, अनन्य, अन्तरंग, अन्यतम, अभिन्न, आत्मिक, आत्मीय, इष्ट, गाढ़ा, घनिष्ठ, जिगरी, दिली, प्रगाढ़

Marked by close acquaintance, association, or familiarity.

Intimate friend.
Intimate relations between economics, politics, and legal principles.
intimate