ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ନମନୀୟ ନୁହେଁ ବା ଯାହାକୁ ନୁଆଇଁ ହେବ ନାହିଁ
ଉଦାହରଣ : ଏହି ଲୁହାଛଡ଼ ଅନମନୀୟ ଆଲେକ୍ଜାଣ୍ଡାରଙ୍କ ସାମ୍ନାରେ ପୁରୁ ଅନମନୀୟ ଥିଲେ
ସମକକ୍ଷ : ଅନମନୀୟ, ଦୃଢ଼
जो नम्य न हो या जिसे झुकाया न जा सके।
Resistant to being bent.
ଅର୍ଥ : ଯାହା ଚିକଣିଆ ନାହିଁ
ଉଦାହରଣ : ଭଜା କମ ହେବା କାରଣରୁ ତରକାରି କଡ଼ା ହୋଇଗଲା
ସମକକ୍ଷ : କଡ଼କଡ଼ା, କଡ଼ା
जिसमें आर्द्रता या जलीय अंश सूखकर इतना कम हो या इतना कम बच रहा हो कि उसे सहज में मनमाना रूप न दिया जा सके या जो मुलायम न हो।
Dried out.
ଅର୍ଥ : ଯାହାର ପ୍ରକୃତି କୋମଳ ନୁହେଁ
ଉଦାହରଣ : ଆମ ବାପା ବହୁତ କଡ଼ା ପ୍ରକୃତିର
ସମକକ୍ଷ : କଡ଼ା, ରୂକ୍ଷ
जिसमें कोमलता, मधुरता, सरसता आदि के बदले कठोरता, कर्कशता, रुक्षता आदि बातें अधिक हों या जिसकी प्रकृति कोमल न हो।
Incapable of compromise or flexibility.
ଅର୍ଥ : ଟାଣକଥା କହି ମନକୁ ଯନ୍ତ୍ରଣା ଦେଉଥିବା
ଉଦାହରଣ : ନିଷ୍ଠୁର ବ୍ୟକ୍ତିଠାରୁ ସମସ୍ତେ ଦୂରେଇ ରହନ୍ତି
ସମକକ୍ଷ : ନିର୍ଦୟ, ନିର୍ମମ, ନିଷ୍ଠୁର
कठोर बात कहकर मन को पीड़ा पहुँचाने वाला।
ଅର୍ଥ : ଯାହା ଶୁଣିବାରେ କଡ଼ା ଲାଗେ
ଉଦାହରଣ : ସୀତା ନିଜ ପୁଅ ସହିତ କେବେବି କର୍କଶ ସ୍ୱରରେ କଥାବାର୍ତ୍ତା କରେ ନାହିଁ
ସମକକ୍ଷ : କର୍କଶ, କଡ଼ା, ରୁକ୍ଷ
जो सुनने में कड़ा लगे।
ଅର୍ଥ : ଯାହାର ପ୍ରକୃତି ଭଲ ନାହିଁ କିମ୍ବା ଯାହା ଭଲ ଲାଗେନାହିଁ
ଉଦାହରଣ : ତାର କଠୋର କଥା କାହାକୁ ଭଲଲାଗେନାହିଁ
जिसकी प्रकृति अच्छी न हो या जो भला न लगे (वचन)।
ଅର୍ଥ : ଯାହାର ବ୍ୟବହାର କଠୋର ହୋଇଥାଏ ବା ଯେ କଠୋର ବ୍ୟବହାର କରେ
ଉଦାହରଣ : ଆମ ପ୍ରଧାନଶିକ୍ଷକ ବଡ଼ କଠୋର, ସେ ସବୁପିଲାଙ୍କ ସହିତ ବହୁତ କଠୋର ଭାବରେ ମିଶିଥାନ୍ତି
ସମକକ୍ଷ : କଠିନ, ଶକ୍ତ
जिसका व्यवहार कठोर हो या जो कठोर व्यवहार करता हो।
Characterized by strictness, severity, or restraint.
ଅର୍ଥ : ଯେଉଁଥିରେ ଦୟାନାହିଁ
ଉଦାହରଣ : କଂସ ଜଣେ କ୍ରୁରବ୍ୟକ୍ତି ଥିଲା, ସେ ବସୁଦେବ ଓ ଦେବକୀକୁ ବନ୍ଦୀଶାଳାରେ ରଖିଥିଲା
ସମକକ୍ଷ : କରୁଣାହୀନ, କ୍ରୁର, ଦୟାହୀନ, ନିର୍ଦ୍ଦୟ, ନିଷ୍ଠୁର, ନୃଶଂସ
जिसमें दया न हो।
Without mercy or pity.
ସଂସ୍ଥାପନ କରନ୍ତୁ